Browsing Tag

Odisha Police

ନକ୍ସଲଙ୍କ ସଂଖ୍ୟା ଶୂନକୁ ଆଣିବୁ : ପୋଲିସ ଡିଜି

କୋରାପୁଟ – କୋରାପୁଟରେ ମାଓ ବିରୋଧୀ ଅପରସେନର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ । ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ମାଓ ମୁକାବିଲା ଓ ନିଶା କାରବାର ରୋକିବାରେ ପୋଲିସକୁ ସଫଳତା ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମାଲକାନଗିରି…

ନୂଆବର୍ଷର ଶୁଭେଚ୍ଛା ଜଣାଇଲେ ଡିଜିପି

ଭୁବନେଶ୍ୱର- ନୂତନ ବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ଡିଜିପି ଅଭୟ । ନୂଆବର୍ଷ ସମସ୍ତଙ୍କ ପାଇଁ ଶୁଭଙ୍କର ଓ ମଙ୍ଗଳମୟ ହେଉ ବୋଲି ଡିଜିପି ଅଭୟ ତାଙ୍କ ବାର୍ତାରେ କହିଛନ୍ତି । pic.twitter.com/a3vGdgNqpQ — DGP, Odisha (@DGPOdisha) January 1, 2021

ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ : ନବୀନ

ଶହୀଦ କୋଭିଡ ଯୋଦ୍ଧାଙ୍କ ସ୍ମୃତିରେ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ - ମୁଖ୍ୟମନ୍ତ୍ରୀ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା…

ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ : ମହିଳା ଓ ଶିଶୁ ବିରୋଧୀ ହିଂସା ପାଇଁ…

ଭୁବନେଶ୍ୱର- ୬୨ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଉଦଯାପନୀ ଭାଷଣ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଦୋଷୀ ସାବ୍ୟସ୍ତ ହାର ହ୍ରାସ ପାଉଥିବାରୁ ସେ ଚିନ୍ତା ପ୍ରକଟ କରିଛନ୍ତି । ତଦନ୍ତରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ପାଇଁ ସେ ପୋଲିସ ବିଭାଗକୁ ପରାମର୍ଶ…

ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀରେ ଓଡିଶା ପୋଲିସର ଦକ୍ଷତାକୁ ସିଡିିଏସ ବିପିନ ରାୱତଙ୍କ ପ୍ରଶଂସା

ଭୁବନେଶ୍ୱର- ଓଡିଶା ପୋଲିସର ବରିଷ୍ଠ ପୋଲିସ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ଭାରତର ଚିଫ୍ ଅଫ ଡିଫେନ୍ସ ଷ୍ଟାଫ୍‌-ସିଡିଏସ ଜେନେରାଲ ବିପିନ ରାୱତ ଅଭିଭାଷଣ ଦେଇଛନ୍ତି । ଓଡିଶା ପୋଲିସର ଦକ୍ଷତାକୁ ସେ ପ୍ରଶଂସା କରିଛନ୍ତି । ଆଇନଶୃଙ୍ଖଳା ସ୍ଥିତି ବଜାୟ ରଖିବାରେ ଓଡିଶା ପୋଲିସ ବେଶ…