Browsing Tag

Odisha Police

କନଷ୍ଟେବଳ-ହାବିଲଦାର ପଦବୀରୁ ଏ.ଏସ.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ଡିଜିପିଙ୍କ ଅନୁମୋଦନ

ଭୁବନେଶ୍ୱର-କନଷ୍ଟେବଳ, ଲାନ୍ସ ନାଏକ, ହାବିଲଦାର ଓ ସିଆଇ ହାବିଲଦାର ପଦବୀରୁ ଏ.ଏସ.ଆଇ ପ୍ରଶିକ୍ଷଣ ପାଇଁ ମନୋନୟନକୁ ପୋଲିସ ମହାନିର୍ଦ୍ଦେଶକ ଅଭୟ ଅନୁମୋଦନ କରିଛନ୍ତି । ମନୋନୀତ ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ଅନୁସୂଚିତ ଜାତିର ୨୪୩ ପ୍ରାର୍ଥୀ ଅଛନ୍ତି । ଓଡିଶା…

ଏ ବର୍ଷ ଗଞ୍ଜେଇ ଜବତରେ ଓଡିଶା ପୋଲିସର ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର –ଗଞ୍ଜେଇ ଜବତରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି ରାଜ୍ୟ ପୋଲିସ । ଏବର୍ଷ ଜାନୁଆରୀରୁ ସେପଟେମ୍ବର ମାସ ମଧ୍ୟରେ ୧ ହଜାର ୨୯୨ କୁଇଂଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ଓଡିଶା ପୋଲିସ । ଅନ୍ୟ ବର୍ଷ ତୁଳନାରେ ଚଳିତବର୍ଷ ଗଞ୍ଜେଇ ଜବତର ପରିମାଣ ୨ ଗୁଣରୁ ବି ଅଧିକ । ଏ ବର୍ଷ କୋରାପୁଟ…

ସ୍ୱାଭିମାନ ଅଂଚଳରେ ଏନକାଉଂଟର ନେଇ ଡିଜିପିଙ୍କ ସୂଚନା, ଦୁଇ ମାଓବାଦୀ ନିହତ, ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ

ମାଲକାନଗିରି- ସ୍ୱାଭିମାନ ଅଂଚଳରେ ମାଓ ଏନକାଉଂଟର ନେଇ ଡିଜିପି ପ୍ରେସମିଟରେ ବିସ୍ତୃତ ସୂଚନା ଦେଇଛନ୍ତି । ପୋଲିସ ଏନକାଉଂଟରରେ ଦୁଇ ମାଓବାଦୀଙ୍କ ମୃତ୍ୟୁ ହୋଇଛି ।୨ ଜଣଙ୍କ ମଧରୁ ଜଣକର ପରିଚୟ ମିଳିଥିବା ଡିଜିପି ସୂଚନା ଦେଇଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ମିଳିଥିବା…

ଓଡିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର- ଓଡିଶା ପୋଲିସ କର୍ମଚାରୀଙ୍କ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମାଲକାନଗିରି ଜଙ୍ଗଲରେ ଗୁଳି ବିନିମୟରେ ଆହତ ହୋଇଥିବା ଜଣେ ମାଓବାଦୀକୁ ଉଦ୍ଧାର କରି ମାନବିକତାର ପରିଚୟ ଦେଇଥିଲା ପୋଲିସ । ମାଲକାନଗିରିର ଟୋଟାଗୁଡା ଜଙ୍ଗଲରେ ବିଏସଏଫ ଓ ଏସଓଜିଙ୍କ…

ପୋଲିସ ବିଭାଗର ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର- ୧୧୨

ଭୁବନେଶ୍ବର: ରାଜ୍ୟରେ ପୋଲିସ ପକ୍ଷରୁ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର, ତାହା ହେଉଛି ୧୧୨ । ଏହା ତୁରନ୍ତ କାର୍ଯ୍ୟକାରୀ ହେବ । ପୋଲିସ ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପ ଲାଇନ ଭଳି ବିଭିନ୍ନ ଜରୁରୀ ସେବା ପାଇଁ ଆଉ ଭିନ୍ନ ଭନ୍ନ ନମ୍ବରକୁ ଡାଏଲ…