Browsing Tag

Odisha Sprinter Dutee Chand

ଇଣ୍ଡିଆନ ଗ୍ରାଁପ୍ରିରେ ପଦକ ହାସଲ ପାଇଁ ଦୂତି ଓ ଅମୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର- ଇଣ୍ଡିଆନ ଗ୍ରାଁ.ପ୍ରି ଆଥଲେଟିକ୍ସରେ ଧାବିକା ଦୂତିଚାନ୍ଦ ଓ ଧାବକ ଅମୀୟ କୁମାର ମଲ୍ଲିକ ପଦକ ହାସଲ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଦୂତିଚାନ୍ଦ ମହିଳା ୧୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଓ ଅମୀୟ ପୁରୁଷ ୧୦୦ ମିଟରେ ରୌପ୍ୟ…

ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ତାଲିକାରେ ସ୍ଥାନ ପାଇଁ ଦୂତୀଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର – ସମ୍ମାନଜନକ ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ଦୌଡରେ ସ୍ଥାନ ପାଇଥିବାରୁ ଧାବିକା ଦୂତୀଚାନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୂତିଚାନ୍ଦ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ…

ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ଦୌଡରେ ଧାବିକା ଦୂତି ଚାନ୍ଦ

ନୂଆଦିଲ୍ଲୀ – ବିବିସି ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଇଥିବା ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ଦୌଡରେ ସାମିଲ ହୋଇଛନ୍ତି ସ୍ପ୍ରିଣ୍ଟର ଦୂତି ଚାନ୍ଦ । ଏହି ପୁରସ୍କାର ଦୌଡରେ ଆଉ ୪ ଭାରତୀୟ ମହିଳା କ୍ରୀଡାବିତ ବି ରହିଛନ୍ତି ।

ଅଲିମ୍ପିକ ପ୍ରସ୍ତୁତି : ସାଇ କୋର୍ ଆଥଲେଟିକ୍ସ ଗ୍ରୁପରେ ଓଡିଶାରୁ ଦୂତି ଚାନ୍ଦ

ନୂଆଦିଲ୍ଲୀ - ଆଗାମୀ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ସ୍ୱରୂପ ଭାରତୀୟ କ୍ରୀଡା ପ୍ରାଧିକରଣ –ଏସଏଆଇ ( ସାଇ ) ପକ୍ଷରୁ କୋର୍ ଆଥଲେଟିକ୍ସ ଗ୍ରୁପ୍ ଗଠନ କରାଯାଇଛି । ଏହି ଗ୍ରୁପରେ ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ସ୍ଥାନ ପାଇଛନ୍ତି । ଦୂତିଙ୍କ ସହ ମୋଟ ୮ କ୍ରୀଡାବିତ୍ ଆଥଲେଟିକ୍ସ କୋର୍…

ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ, ଦୂତିଚାନ୍ଦଙ୍କ ସମେତ ୨୭ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ : ଧ୍ୟାନଚାନ୍ଦ ଜୟନ୍ତୀ ଅବସରରେ ନୂଆଦିଲ୍ଲୀରେ ଜାତୀୟ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ଭର୍ଚୁଆଲ୍ ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରସ୍କାର ପ୍ରଦାନ କରିଛନ୍ତି । କ୍ରିକେଟର ରୋହିତ ଶର୍ମା ଓ ଈଶାନ୍ତ ଶର୍ମାଙ୍କ ସମେତ ୫ ଜଣଙ୍କୁ ଦିଆଯାଇଛି ରାଜୀବ ଗାନ୍ଧି…

Dutee Chand Gets Arjuna Award

New Delhi: Odisha’s ace sprinter Dutee Chand has been conferred with the prestigious Arjuna Award. President Ram Nath Kovind gave away the award to Dutee Chand and 26 other sportspersons via video conference. The award winners were…

ଦୌଡରାଣୀ ଦୂତି ପାଇବେ ଅର୍ଜୁନ, ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଭୁବନେଶ୍ୱର : ଓଡିଶାର ଦୌଡରାଣୀ ଦୂତି ଚାନ୍ଦ ଏ ବର୍ଷ ଅର୍ଜୁନ ପୁରସ୍କାର ପାଇବେ । କେନ୍ଦ୍ର ସରକାରଙ୍କ ଜାତୀୟ କ୍ରୀଡା ପୁରସ୍କାର ଚୟନ କମିଟି ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଦୂତିଙ୍କ ସମେତ ମୋଟ ୨୭ଜଣ କ୍ରୀଡାବିତଙ୍କ ନାଁ ସୁପାରିଶ କରାଯାଇଛି । ଅର୍ଜୁନ ପୁରସ୍କାର ପାଇଁ ଅଲିମ୍ପିଆନ…