ଆଇଏଫଏସ ଅଭୟକାନ୍ତଙ୍କ ପୁଅ ଆକାଶ ଜଣେ ଠକ, ଚାକିରୀ ଦେବା ନାଁରେ ମୋଟା ରକମ ନେଇ ଲୋକଙ୍କୁ ଠକିଥିବା ଅଭିଯୋଗ
ଭୁବନେଶ୍ୱର- ବାପା ତ ବାପା , ପୁଅ ବି କିଛି କମ୍ ନୁହନ୍ତି । ଆୟ ବହିର୍ଭୂତ ସଂପତି ଠୁଳ, ବିଳାସ ଓ ଚାକଚକ୍ୟପୂର୍ଣ୍ଣ ଜୀବନଶୈଳୀ ପାଇଁ ଭିଜିଲାନ୍ସ ଜାଲରେ ପଡିଥିବା ଆଇଏଫଏସ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ନାମରେ ଆସିଛି ସଂଗୀନ ଠକେଇ ଅଭିଯୋଗ । ଟାଟା ମୋଟର୍ସ କଂପାନିର ଅଧିକାରୀ ଭାବେ…