Browsing Tag

Odisha Vigilance

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ

ଭୁବନେଶ୍ୱର – ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ । ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ବିଭାଗ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଅଫିସ ସମେତ ନୟାପଲ୍ଲୀ ଓ ବାଲିଅନ୍ତଠାରେ ଥିବା ଘରେ ଭିଜିଲାନ୍ସ ରେଡ୍ କରିଛି । ଏ ନେଇ…

ଆୟ ବହିର୍ଭୁତ ସଂପତି ଠୁଳ ପାଇଁ ଭିଜିଲାନ୍ସ ଜାଲରେ ଫସିଲେ ଗଂଜାମ ଜିଲ୍ଲାର ସ୍କୁଲ୍ ଶିକ୍ଷକ

ବ୍ରହ୍ମପୁର - ଆୟ ବହିର୍ଭୁତ ସଂପତି ଠୁଳ ନେଇ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ ହିନ୍ଦି ଶିକ୍ଷକ । ଗଂଜାମ ଜିଲ୍ଲାର ରଂଗେଇଲୁଣ୍ଡା ବ୍ଲକର ଝଡାଙ୍କୁଲି ସ୍ଥିତ ଯୋଶଦା ହାଇସ୍କୁଲରେ ହିନ୍ଦି ଶିକ୍ଷକ ଭାବେ କାର୍ଯ୍ୟରତ ଭୁବନାନନ୍ଦ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ବ୍ରହ୍ମପୁର ସ୍ଥିତ…