Browsing Tag

Panchayat Elections

ପଂଚାୟତ ନିର୍ବାଚନ : ଆଜି ପ୍ରାର୍ଥିପତ୍ର ଦାଖଲର ଦ୍ୱିତୀୟ ଦିନ, ୧୦ଟି ଜିଲ୍ଲାକୁ ପଠାଗଲା ବ୍ୟାଲଟ ପେପର

ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ହେଉଛି ଦ୍ୱିତୀୟ ଦିନ । ଗତକାଲି ପ୍ରଥମ ଦିନରେ ୮ ହଜାର ୭୭୨ ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ପ୍ରାର୍ଥିପତ୍ର ଦାଖଲର ପ୍ରଥମ ଦିନରେ ଜିଲ୍ଲା ପରିଷଦ ପଦ ପାଇଁ ୨୨, ସମିତି ସଭ୍ୟ ପାଇଁ ୫୧୨ ଓ ସଂରପଂଚ ପାଇଁ ୧୧୨୨ ଓ ୱାର୍ଡ ମେମ୍ବର…

ପଂଚାୟତ ନିର୍ବାଚନ ପାଇଁ ଆଜିଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା

ଭୁବନେଶ୍ୱର- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଆଜିଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି । ଆଜିଠୁ ୨୧ତାରିଖ ଯାଏଁ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୮୫୩ ଜିଲ୍ଲା ପରିଷଦ ଆସନରେ ଦଳୀୟ ଚିହ୍ନରେ ନିର୍ବାଚନ ଲଢିବେ ପ୍ରାର୍ଥୀ । ତେବେ, ରାଜ୍ୟରେ ଦଳଗୁଡିକ ଏ ଯାଏଁ ପ୍ରାର୍ଥୀ…

ପଂଚାୟତ ନିର୍ବାଚନ ପରିଚାଳନା ନେଇ ଆଜି ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିବେ ନିର୍ବାଚନ କମିଶନର

ଭୁବନେଶ୍ୱର-ରାଜ୍ୟରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସୁରୁଖୁରୁରେ ପରିଚାଳନା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରୁଛନ୍ତି । ଆଜି ନିର୍ବାଚନ ପରିଚାଳନା ନେଇ ସବୁ ଜିଲ୍ଲାପାଳ ଓ ଏସପିଙ୍କ ସହ ଭିଡିଓକନଫରେନସିଂ ଜରିଆରେ…

ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ : ଇସିଆଇ ଗାଇଡଲାଇନକୁ ଆଧାର କରି ହେବ ପଂଚାୟତ ନିର୍ବାଚନ ଗାଇଡଲାଇନ

ଭୁବନେଶ୍ୱର – ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ସର୍ବଦଳୀୟ ବୈଠକ ଶେଷ ହୋଇଛି । ଭାରତର ନିର୍ବାଚନ କମିଶନ-ଇସିଆଇର ଗାଇଡଲାଇନକୁ ଆଧାର କରି ପଂଚାୟତ ନିର୍ବାଚନ ଗାଇଡଲାଇନ ଆସିବ । ଆଜି ଏହି ଗାଇଡଲାଇନ ଆସିବ ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ…

ପଂଚାୟତ ନିର୍ବାଚନ : ବିଜ୍ଞପ୍ତି ଦିନଠାରୁ ଲାଗୁ ହେବ ଆଚରଣ ବିଧି

ଭୁବନେଶ୍ୱର- ଆଗାମୀ ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପଦକ୍ଷେପ ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସର୍ବଦଳୀୟ ବୈଠକ ପରେ ରାଜ୍ୟରେ ଯେ କୌଣସି ସମୟରେ ନିର୍ବାଚବ ଲାଗି ବିଜ୍ଞପ୍ତି ପ୍ରକାଶ ପାଇପାରେ । ତେଣୁ ବିଜ୍ଞପ୍ତି ପ୍ରକାଶ ଦିନଠାରୁ ପୌରାଂଚଳ ବ୍ୟତୀତ ସବୁ ରାଜ୍ୟର ଅନ୍ୟ ଅଂଚଳରେ ଆଦର୍ଶ…