ଗୋଲଡେନ୍ ବୟ ପ୍ରମୋଦଙ୍କ ପାଇଁ ଉତ୍ସବମୁଖର ଅତାବିରା
ଶୁଭେଛୁ ଜାଳିଥିଲେ ଅଖଣ୍ଡ ଦୀପ , ବିଜୟ ପରେ ଦୁଲୁକିଲା ଶୋଭାଯାତ୍ରା
ବରଗଡ଼ : ସଂଘର୍ଷର ଅନନ୍ୟ ନିଦର୍ଶନ । ଶାରୀରିକ ଅକ୍ଷମତା ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିବାକୁ ବାଧ୍ୟ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଅତାବିରାର ସୁନା ପୁଅ ପ୍ରମୋଦ ଭଗତ । ଟୋକିଓ ପାରା ଅଲମ୍ପିକରେ…