Browsing Tag

Passes Away

ପୂର୍ବତନ ହକି ଖେଳାଳି ମାଇକେଲ କିଣ୍ଡୋଙ୍କ ପରଲୋକ

ଭୁବନେଶ୍ୱର- ପୂର୍ବତନ ହକି ଖେଳାଳି ଅଲିମ୍ପିଆନ ମାଇକେଲ କିଣ୍ଡୋଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ବୟସ ହୋଇଥିଲା । ଅସୁସ୍ଥତା ଯୋଗୁଁ ସେ ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଝାଡଖଣ୍ଡର ବାସିନ୍ଦା ଥିଲେ । ଜଣେ ଦକ୍ଷ ଡିଫେଣ୍ଡର…

ଭାରତୀୟ ରାଜନୀତିର ‘ପାଣିପାଗ ବୈଜ୍ଞାନିକ’ ଆଉ ନାହାନ୍ତି, ୭୪ ବର୍ଷ ବୟସରେ ଆଖି ବୁଜିଲେ ରାମବିଳାସ ପାଶ୍ୱାନ

ନୂଆଦିଲ୍ଲୀ -ଲୋକ ଜନଶକ୍ତି ପାର୍ଟିର ସଭାପତି ନେତା ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ନେଇ ପୁଅ ଚିରାଗ ପାଶ୍ୱାନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା । ୫…