ପ୍ରମୋଦ ଭଗତଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ , ୬ କୋଟି ଟଙ୍କା ପୁରସ୍କାର ପ୍ରଦାନ, ମିଳିବ ଗ୍ରୁପ ଏ ସରକାରୀ…
ଭୁବନେଶ୍ୱର – ଟୋକିଓ ପାରା ଅଲିମ୍ପିକ୍ସର ବ୍ୟାଡମିଂଟନରେ ସ୍ୱର୍ଣ୍ଣ ପଦକ ଜିତିଥିବା ସଟଲର ପ୍ରମୋଦ ଭଗତଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ତାଙ୍କୁ ୬ କୋଟି ଟଙ୍କାର ନଗଦ ଆର୍ଥିକ ପୁରସ୍କାର ପ୍ରଦାନ କରାଯିବା ସହ ଗ୍ରୁପ୍ ଏ ପାହ୍ୟା ଚାକିରି ପାଇଁ ପ୍ରସ୍ତାବ…