ରଗ୍ବୀ ପୃଷ୍ଠପୋଷକତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ରଗବୀ ଇଣ୍ଡିଆ ଓ ରାହୁଲ ବୋଷଙ୍କ କୃତଜ୍ଞତା
ଭୁବନେଶ୍ୱର- ଉଜ୍ବେକିସ୍ତାନ ଗସ୍ତରେ ଯିବାକୁ ଥିବା ଭାରତର ୧୮ ବର୍ଷରୁ କମ୍ ମହିଳା ହକି ଦଳକୁ ସବୁ ପ୍ରକାଶ ସହାୟତାର ଆଶ୍ୱାସନା ଓ ଶୁଭେଚ୍ଛା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛି ରଗବୀ ଇଣ୍ଡିଆ । ରଗ୍ବୀ ପ୍ରେମୀ ଅଭିନେତା ରାହୁଲ ବୋଷ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ…