Browsing Tag

Rajya Sabha

ରାଜ୍ୟସଭାରେ ଶ୍ରୀମନ୍ଦିର ପୁନରୁଦ୍ଧାର ଓ ସଂରକ୍ଷଣ ପ୍ରସଙ୍ଗ ଉଠାଇଲେ ବିଜେଡି ସଦସ୍ୟ ଅମର ପଟ୍ଟନାୟକ

ନୂଆଦିଲ୍ଲୀ -ରାଜ୍ୟସଭାରେ ବିଜେଡି ସଦସ୍ୟ ଡକ୍ଟର ଅମର ପଟ୍ଟନାୟକ ଶ୍ରୀମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର ସଂପର୍କିତ ପ୍ରଶ୍ନ ଉତଥାପନ କରିଥିଲେ । ଶ୍ରୀମନ୍ଦିରରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଏ ପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ସଂପର୍କରେ ପ୍ରଶ୍ନ ପଚାରିଥିଲେ ଡକ୍ଟର ପଟ୍ଟନାୟକ । ୨୦୧୯ ଓ…

ରାଜ୍ୟସଭାରେ ଓଡିଶା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଲା ବିଜେଡି, ସସ୍ମିତ କହିଲେ କେନ୍ଦ୍ର ନିକଟରେ ପଡିରହିଛି…

ନୂଆଦିଲ୍ଲୀ - ରାଜ୍ୟସଭାରେ ଓଡିଶା ସଂପର୍କିତ ବିଭିନ୍ନ ପ୍ରସଙ୍ଗ ଉଠାଇଛି ବିଜେଡି । ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର ଗୃହରେ କହିଛନ୍ତି ଯେ, କେନ୍ଦ୍ର ନିକଟରେ ବିଭିନ୍ନ ବିକାଶମୂଳକ ବିଷୟ ପଡିରହିଛି । ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ଦାବି ପଡି ରହିଛି । କୋଶଳୀ ଓ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଲେ ସସ୍ମିତ ପାତ୍ର, କହିଲେ ଭୁଆଁ ବୁଲାଉଛି ବିଜେପି

ନୂଆଦିଲ୍ଲୀ – ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଛି ବିଜେଡି । ରାଜ୍ୟସଭାରେ ଏ ପ୍ରସଙ୍ଗ ଉଠାଇ ବିଜେଡି ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ କଡା ସମାଲୋଚନା କରିଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

କୃଷକ ଆନ୍ଦୋଳନ ପ୍ରସଙ୍ଗରେ ରାଜ୍ୟସଭାରେ ସରକାରଙ୍କୁ ଘେରିଲେ ବିରୋଧୀ, କୃଷି ଆଇନ ପ୍ରତ୍ୟାହାର ଦାବି କଲେ

ନୂଆଦିଲ୍ଲୀ - ରାଜ୍ୟସଭାରେ ଆଜି ବିରୋଧୀ ପୁଣିଥରେ କୃଷକ ଆନ୍ଦୋଳନ ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ଏବଂ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ବିଭିନ୍ନ ବିରୋଧୀ ଦଳର ସଦସ୍ୟମାନେ ମଧ୍ୟ ଜାନୁଆରୀ ୨୬ରେ ଲାଲ୍ କିଲ୍ଲାରେ ଜାତୀୟ ପତାକାକୁ ଅପମାନିତ କରିବା ଘଟଣାର ତଦନ୍ତ କରିବା…