Browsing Tag

Rath Yatra 2021

ଶୃଙ୍ଖଳିତ ରଥଯାତ୍ରା ପାଇଁ ସମସ୍ତଙ୍କୁ କୃତଜ୍ଞତା ଜଣାଇଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ସେବାୟତଙ୍କ ସହ ମିଶି ଗାଇଲେ…

ପୁରୀ- କୋରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସୁରୁଖୁରୁରେ ସଂପନ୍ନ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ କୁମାର ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ରଥଯାତ୍ରା ନୀତିକାନ୍ତି ବିନା ବାଧାବିଘ୍ନରେ ସୁରୁଖୁରୁରେ ହୋଇଛି ଓ…

ଗଜପତିଙ୍କ ଛେରା ପହଁରା ପରେ ରଥଟଣା ଆରମ୍ଭ

ପୁରୀ-ଲଗାତର ଦ୍ୱିତୀୟ ବର୍ଷ କୋରୋନା କଟକଣା ଓ ବିନା ଭକ୍ତରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରା । ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ରତ୍ନବେଦୀରୁ ଆସି ରଥାରୁଢ ହୋଇଛନ୍ତି ମହାବାହୁ । ବଡଭାଇ ଶ୍ରୀବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଧାଡି ପହଣ୍ଡିରେ ଆସି ରଥରେ ବିଜେ…

ରଥଯାତ୍ରା ଉପଲକ୍ଷେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଶୁଭେଚ୍ଛା

ଭୁବନେଶ୍ୱର - ପବିତ୍ର ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ନିଜ ବାର୍ତ୍ତାରେ ରାଜ୍ୟପାଳ କହିଛନ୍ତି ଯେ, ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନରେ ମାନବିକତାର ଉତ୍ତରଣ ଓ ଅଧ୍ୟାତ୍ମ ଅନ୍ୱେଷଣର ମାର୍ଗ ରହିଛି । ସମାଜରେ ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ…

ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ଶୁଭେଚ୍ଛା

ଭୁବନେଶ୍ୱର - ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣାରୁ କୋଭିଡ ସଂକଟ ଶୀଘ୍ର ଦୂର ହେଉ ବୋଲି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କ ସୁଖ, ସମୃଦ୍ଧି ଓ…

ରଥ,ପଥ ପ୍ରସ୍ତୁତ, ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ନୀତିନିର୍ଘଣ୍ଟ ଚୂଡାନ୍ତ

ପୁରୀ – ଲଗାତର ଦ୍ୱିତୀୟ ବର୍ଷ ପାଇଁ କୋଭିଡ କଟକଣା ମଧ୍ୟରେ ବିନା ଭକ୍ତରେ ଆୟୋଜିତ ହେବାକୁ ଯାଉଛି ଶ୍ରୀଜିଉଙ୍କ ଘୋଷଯାତ୍ରା । ରଥ, ପଥ ସବୁ ପ୍ରସ୍ତୁତ । ତିନି ରଥ ଦକ୍ଷିଣମୋଡ ହୋଇ ସିଂହଦ୍ୱାର ସମ୍ମୁଖରେ ଲାଗିଛନ୍ତି । ଏଣେ ମହାପ୍ରଭୁଙ୍କ ରଥଯାତ୍ରା ନୀତିନିଘଣ୍ଟ ପ୍ରସ୍ତୁତ ହୋଇଛି । ଜୁଲାଇ…

ରଥଯାତ୍ରା ପାଇଁ ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା, ସମୀକ୍ଷା କଲେ ଡିଜିପି

ପୁରୀ – ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଡିଜିପି ଅଭୟ ପୁରୀରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ପୁରୀ ଗୋପବନ୍ଧୁ ଆୟୁର୍ବେଦ ହସପିଟାଲରେ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଛି । ଏଥିରେ ପୁରୀ ଏସପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ…