ରଥଯାତ୍ରାର ରୋଚକ ତଥ୍ୟ- ନନ୍ଦିଘୋଷ ରଥ ବିଷୟରେ କିଛି ଜାଣିବା କଥା
ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶ୍ରୀ କ୍ଷେତ୍ର ପୁରୀରେ ନିର୍ମିତ ହୋଇଥାଏ ତିନୋଟି ସୁଦୃଶ୍ୟ ରଥ। ତିନି ରଥରେ ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରି ଗୁଣ୍ଡିଚାଘର କୁ ଯାଇଥାନ୍ତି। ଶାସ୍ତ୍ରରେ ଏହାକୁ ଦଶାବତାର ଯାତ୍ରା ବୋଲି କୁହାଯାଇଛି। କାରଣ ଚତୁର୍ଦ୍ଧା ବିଗ୍ରହ ଙ୍କ ସହିତ ଚଳନ୍ତି…