ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନେଲେ କରୋନା ଟିକା
ଅହମ୍ମଦାବାଦ - ଭାରତୀୟ ଦଳର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ଆଜି କରୋନା ଟିକା ନେଇଛନ୍ତି । ଶାସ୍ତ୍ରୀ ଅହମ୍ମଦାବାଦ ଆପୋଲୋ ହସ୍ପିଟାଲରେ ଟିକା ନେଇଥିଲେ । ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ ସହ ଶାସ୍ତ୍ରୀ ସମ୍ପ୍ରତି ଅହମ୍ମଦାବାଦରେ ଅଛନ୍ତି ।
କୋଭିଡ୍ ଟିକା ନେବା ପରେ…