Browsing Tag

SIT

ଅଧିକ ତଦନ୍ତ ପାଇଁ ଯଦୁପୁରରେ ଏସଆଇଟି, ନାବାଳିକାର ମୃତଦେହ ମିଳିଥିବା ପୋଖରୀରୁ ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ

ନୟାଗଡ- ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପରେ ଅଧିକ ତଦନ୍ତ ଜାରି ରଖିଛି ଏସଆଇଟି । ନାବାଳିକା ପରୀର ମୃତଦେହ ଯେଉଁ ପୋଖରୀ ହୁଡାରୁ ମିଳିଥିଲା, ତାହାର ଜଳ ନିଷ୍କାସନ ପାଇଁ ନିର୍ଦ୍ଦେଶ ଦିଆଯାଇଛି, ଯାହା ଫଳରେ ଘଟଣା ପଛରେ ଥିବା ଅଧିକ ଗୁମର…

ନୟାଗଡ ନାବାଳିକା ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କଲା ଏସଆଇଟି, କାଲି ପୋକ୍ସୋ କୋର୍ଟ ଚାଲାଣ

ଭୁବନେଶ୍ୱର- ବହୁଚର୍ଚ୍ଚିତ ନୟାଗଡ ଜିଲ୍ଲା ଯଦୁପୁର ଗାଁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଯଦୁପୁର ଗାଁର ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । କିନ୍ତୁ ଅଭିଯୁକ୍ତର ନାଁ ପ୍ରକାଶ କରାଯାଇନାହିଁ । ସୋମବାର ତାକୁ ନୟାଗଡର ପୋକ୍ସୋ କୋର୍ଟକୁ ଚାଲାଣ…

ପରୀ ହତ୍ୟା ମାମଲା : ପଚରାଉଚରା ପାଇଁ ଗୋଟିଏ ପରିବାରର ତିନି ଜଣଙ୍କୁ ଉଠାଇ ନେଲା ଏସଆଇଟି

ଭୁବନେଶ୍ୱର-ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ତଦନ୍ତ କରୁଥିବା ଏସଆଇଟି ନୟାଗଡ ଯଦୁପୁର ଗାଁରୁ ୩ ଜଣଙ୍କୁ ଉଠାଇ ନେଇଛି । ଏସଆଇଟି ମୁଖ୍ୟଙ୍କ ବିରୋଧରେ ଲାଂଚ ଯାଚିଥିବାର ଅଭିଯୋଗ ଆଣିଥିବା ସରୋଜ ସେଠୀଙ୍କ ସମେତ ତାଙ୍କ ମାଆ ଓ ଭଉଣୀକୁ ଏସଆଇଟି ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ପଚରାଉଚରା…

ପରୀ ହତ୍ୟା ମାମଲାରେ ଡିଜିପିଙ୍କ ପ୍ରତିକ୍ରିୟା, କହିଲେ ତଦନ୍ତ ନେଇ ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି

ନୟାଗଡ- ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଏସଆଇଟିର ତଦନ୍ତ ଉପରେ ଉଠୁଥିବା ପ୍ରଶ୍ନ ଉପରେ ଜବାବ ରଖିଛନ୍ତି ଡିିଜିପି ଅଭୟ । ସେ କହିଛନ୍ତି ଯେ,ଏସଆଇଟି ବିରୋଧରେ ମିଥ୍ୟା ଅଭିଯୋଗ ଲଗାଯାଉଛି । ଏସଆଇଟି ଟିମ୍ ପ୍ରମାଣ ସଂଗ୍ରହ ପାଇଁ ଉଦ୍ୟମ କରୁଛି । ଅନେକ ଲୋକଙ୍କୁ ପଚରାଉଚରା କରାଯାଉଛି ବୋଲି…

ପରୀ ମୃତ୍ୟୁ ମାମଲାରେ ତଦନ୍ତ ଷ୍ଟାଟସ ରିପୋର୍ଟ ହାଇକୋର୍ଟରେ ଦାଖଲ କଲା ଏସଆଇଟି

କଟକ- ବହୁଚର୍ଚ୍ଚିତ ନୟାଗଡ ପରୀ ମୃତ୍ୟୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି ଏସଆଇଟି । ରିପୋର୍ଟକୁ ବନ୍ଦ ଲଫାପାରେ ସୁରକ୍ଷିତ ଭାବେ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୪ ତାରିଖରେ ମାମଲାର ପରବର୍ତୀ ଶୁଣାଣ୍ ହେବ । ଅରୁଣ ବୋଥ୍ରାଙ୍କ ନେତୃତ୍ୱାଧିନ…