ଶାହରୁଖ, ଅନନ୍ୟା ପାଣ୍ଡେଙ୍କ ଘରେ ଏନସିବିର ଚଢାଉ
ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଆଜି ଶାହରୁଖ ଖାନ ଏବଂ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ଘରେ ଚଢାଉ କରିଛି । ଏନସିବିର ଗୋଟିଏ ଟିମ୍ ଶାହରୁଖଙ୍କ ବାସଭବନ 'ମନ୍ନତ'ରେ ପହଞ୍ଚି ଛାନଭିନ କରିଥିବା ବେଳେ ଆଉ ଏକ ଟିମ୍ ଅନନ୍ୟା ପାଣ୍ଡେଙ୍କ ଘରେ ଚଢ଼ାଉ କରିଛି । କ୍ରୁଜ୍…