Browsing Tag

supreme court

ଆଜି ପେଗାସସ୍ ମାମଲାରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପେଗାସସ୍ ମାମଲାରେ ସୁପ୍ରିମକୋର୍ଟ ଆଜି ରାୟ ଶୁଣାଇବେ । ଏହି ପ୍ରସଙ୍ଗରେ ନିରପେକ୍ଷ ବିଶେଷଜ୍ଞ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। ଏହାକୁ ଆବେଦନକାରୀମାନେ ବିରୋଧ କରିଥିଲେ। ସୁପ୍ରିମକୋର୍ଟ ନିଜ ପକ୍ଷରୁ ଏକ କମିଟି ଗଠନ କରିବେ ବୋଲି ସଙ୍କେତ ଦେଇଥିଲେ ।…

ସୁପ୍ରିମକୋର୍ଟରେ ସେନାର ୩୯ ମହିଳା ଅଧିକାରୀଙ୍କ ବଡ଼ ବିଜୟ, ସ୍ଥାୟୀ କମିଶନ ପାଇଁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ…

ନୂଆଦିଲ୍ଲୀ: ଭାରତୀୟ ସେନାର ୩୯ ମହିଳା ଅଧିକାରୀ ସୁପ୍ରିମକୋର୍ଟରେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଏହି ମହିଳା ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଏହା ସହ ଜଡିତ ଆଦେଶ ଶୀଘ୍ର ଜାରି କରାଯିବା ଉଚିତ ବୋଲି କହିଛନ୍ତି।…

ଲକ୍ଷ୍ମୀପୁର ହିଂସା ମାମଲା: ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କହିଲେ ତୁମର କଥା ବେଶି କାମ କମ୍

ନୂଆଦିଲ୍ଲୀ: ଆଜି ପୁଣି ସୁପ୍ରିମକୋର୍ଟରେ ଲକ୍ଷ୍ମୀପୁର ଖେରୀ ହିଂସା ମାମଲାର ଶୁଣାଣି ହୋଇଛି। ଏହି ମାମଲାରେ ଉତ୍ତର ପ୍ରଦେଶ ସରକାର ଆଜି ଷ୍ଟାଟସ୍ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ହତ୍ୟା ମାମଲାରେ…

‘କେତେ ଜଣଙ୍କୁ ଗିରଫ କରିଛ’ – ଲକ୍ଷ୍ମୀପୁର ମାମଲାରେ କାଲି ସୁଦ୍ଧା ଷ୍ଟାଟସ୍ ରିପୋର୍ଟ ଦାଖଲ…

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରୀ ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। ଏହି ମାମଲାରେ କୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କ ଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ଆସନ୍ତାକାଲି ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୋର୍ଟ ୟୁପି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।…

ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ହକିକୁ ଭାରତର ଜାତୀୟ ଖେଳର ମାନ୍ୟତା ଦେବାକୁ ଦାବିକରି ଆଗତ ଏକ ପିଟିସନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଆବେଦନକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ ହକି ଆନୁଷ୍ଠାନିକ ଭାବେ ଏହି ମାନ୍ୟତା ପାଇନାହିଁ। ଜାତୀୟ ଖେଳର ମାନ୍ୟତା ପ୍ରଦାନ କରାଗଲେ ଦେଶରେ ହକିକୁ…

ସରକାରଙ୍କ ମିଛ ପର୍ଦ୍ଦାଫାସ୍ କରିବା ବୁଦ୍ଧିଜୀବୀଙ୍କ କର୍ତ୍ତବ୍ୟ: ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ସରକାରଙ୍କ ମିଛ ଲୋକଙ୍କ ସାମ୍ନାକୁ ଆଣିବା ହେଉଛି ବୁଦ୍ଧିଜୀବୀଙ୍କ କର୍ତ୍ତବ୍ୟ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସରକାରଙ୍କୁ ଉତ୍ତରଦାୟୀ କରିବା ଓ ମିଥ୍ୟା ଖବରର ପ୍ରସାର ରୋକିବା ଗୁରୁତ୍ୱପୂର୍ଣ୍ଣ ବୋଲି ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି…