ହାସ୍ୟ ଅଭିନେତା କାମ୍ରା ଓ କାର୍ଟୁନିଷ୍ଟ ତନେଜାଙ୍କୁ ଅଦାଲତ ଅବମାନନା ନୋଟିସ୍
ନୂଆଦିଲ୍ଲୀ - ଅଦାଲତ ଅବମାନନା ମାମଲାରେ ହାସ୍ୟ ଅଭିନେତା କୁନାଲ କାମ୍ରା ଓ କାର୍ଟୁନିଷ୍ଟ ରଚିତା ତନେଜାଙ୍କୁ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିଛନ୍ତି । ଟ୍ୱିଟ୍ ଓ କାର୍ଟୁନରେ ସର୍ବୋଚ୍ଚ ନ୍ୟାୟାଳୟକୁ ସମାଲୋଚନା କରାଯିବା ନେଇ ଉଭୟଙ୍କୁ ୬ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି ।…