Browsing Tag

supreme court

ପ୍ରଶାନ୍ତ ଭୂଷଣ ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସଂରକ୍ଷିତ

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ କ୍ଷମା ପ୍ରାର୍ଥନା ପାଇଁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମନା କଲା ପରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରିଛନ୍ତି । ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ । ସୋମବାର ପ୍ରଶାନ୍ତ ଭୂଷଣ କ୍ଷମା ମାଗିବେ ନାହିଁ ବୋଲି ଦର୍ଶାଇ ସତ୍ୟପାଠ ଦାଖଲ…

ଅଦାଲତ ଅବମାନନା ମାମଲା, କ୍ଷମା ମାଗିବାକୁ ମନା କଲେ ପ୍ରଶାନ୍ତ ଭୂଷଣ

ନୂଆଦିଲ୍ଲୀ : ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିବେ ନାହିଁ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । କିଛି ଦିନ ତଳେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟ ବିରୋଧରେ ବିବାଦୀୟ ଟ୍ୱିଟ୍ କରିଥିଲେ । ଏହି ମାମଲାରେ…