Browsing Tag

Tokyo 2020 Paralympic Games

ଗୋଲଡେନ୍ ବୟ ପ୍ରମୋଦଙ୍କ ପାଇଁ ଉତ୍ସବମୁଖର ଅତାବିରା

ଶୁଭେଛୁ ଜାଳିଥିଲେ ଅଖଣ୍ଡ ଦୀପ , ବିଜୟ ପରେ ଦୁଲୁକିଲା ଶୋଭାଯାତ୍ରା ବରଗଡ଼ : ସଂଘର୍ଷର ଅନନ୍ୟ ନିଦର୍ଶନ । ଶାରୀରିକ ଅକ୍ଷମତା ଅଦମ୍ୟ ଇଚ୍ଛାଶକ୍ତି ଆଗରେ ହାର ମାନିବାକୁ ବାଧ୍ୟ । ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ବରଗଡ଼ ଅତାବିରାର ସୁନା ପୁଅ ପ୍ରମୋଦ ଭଗତ । ଟୋକିଓ ପାରା ଅଲମ୍ପିକରେ…

ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ, ସୁଟିଂରେ ବ୍ରୋଞ୍ଜ ଜିତିଲେ ସିଂହରାଜ ଅଧାନା

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଆଜି ୩୯ ବର୍ଷୀୟ ସିଂହରାଜ ଅଧାନା ୧୦ ମିଟର ଏୟାର ପିସ୍ତଲ ଏସ୍ଏଚ୍୧ର ଫାଇନାଲରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି | ଭାରତ ପାଇଁ ଚଳିତ ପାରାଲିମ୍ପିକ୍ସରେ ଏହା ଅଷ୍ଟମ ପଦକ। ଫାଇନାଲରେ ଆଧାନା ୨୧୬.୮ ସ୍କୋର ସହିତ ତୃତୀୟ ସ୍ଥାନରେ ରହି…