ଭିଜିଲାନ୍ସ ଜାଲରେ ସମବାୟ ବ୍ୟାଙ୍କ ମ୍ୟାନେଜର ,ପିଇଓ
ଟିଟିଲାଗଡ-କୋଟିପତି ବ୍ୟାଙ୍କ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବଲାଙ୍ଗିର ଜିଲ୍ଲାର ଲାଥୋରର କୋଟିପତି ସମବାୟ ବ୍ୟାଙ୍କ ମ୍ୟାନେଜର ସାଗର ରଣାଙ୍କ ଟିଟିଲାଗଡ ସ୍ଥିତ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନସ ଚଢାଉ କରିଛି । ଏହାସହ ତାଙ୍କ ଶ୍ୱଶୁର ଘର ସଇଁତଳା ଥାନା…