Browsing Tag

Vigilance Net

ଥୁଆପଦରର ଓ ତାଲପାଲି ପିଇଓଙ୍କ ବିରୋଧରେ ଭିଜିଲାନ୍ସ ଚଢାଉ

ଭବାନୀପାଟଣା- ଭିଜିଲାନ୍ସ ଜାଲରେ ଭବାନୀପାଟଣା ସଦର ବ୍ଲକ ଥୁଆପଦର ପଂଚାୟତର ପିଇଓ । ଆୟରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ନାଏକଙ୍କ ଘରେ ଚଢାଉ କରିଛି ଭିଜିଲାନ୍ସ । ଭବାନୀପାଟଣା ଗୋଦାମପଡା ସ୍ଥିତ ତିନି ମହଲା କୋଠା ଓ ନିଜ ଗାଁ କଲମପୁର ବ୍ଲକ ଭେଲା ଗାଁରେ ଏକକାଳୀନ ଚଢାଉ କରିଛି…

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା କଂଟାମାଳ ବ୍ଲକ ଉମା ସମବାୟ ସମିତିର ସଂପାଦକ

ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଉମା ସର୍ଭିସ କୋଅପରେଟିଭ ସୋସାଇଟିର ସଂପାଦକ । ଅଭିଯୋଗ ଆସିଲା ପରେ ସନ୍ତୋଷ କୁମାର ରାଉତଙ୍କ ଘର ଓ ଅଫିସରେ ବ୍ରହ୍ମପୁର ଡିଭିଜନ ଭିଜିଲାନ୍ସ ପକ୍ଷରୁ ଚଢାଉ ହୋଇଛି ।…

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ, ପଂଚାୟତ ପିଇଓ

ଭୁବନେଶ୍ୱର – ସହକାରୀ ନିର୍ବାହୀ ଯନ୍ତ୍ରୀ ଉଦ୍ଧବ ପାଢୀଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ଗୁଣୁପୁର ସ୍ଥିତ ସରକାରୀ କାର୍ଯ୍ୟାଳୟ ଓ କ୍ୱାର୍ଟରରେ ଚଢାଉ ହୋଇଛି । ବ୍ରହ୍ମପୁରରେ ଥିବା ଘର, ପୁରୀ…

ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜେଲ୍ ଗଲେ କୋଟିପତି କିରାଣି

ଭୁବନେଶ୍ୱର- ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି ଭୁବନେଶ୍ୱର ଆର୍ ଆଣ୍ଡ ବି ଡିଭିଜନ-୧ର ବରିଷ୍ଠ କିରାଣି ଅସିତ ନାୟକ । ଭୁବନେଶ୍ୱର ଭିଜିିଲାନ୍ସ ଡିଭିଜନ ତାଙ୍କୁ ଗିରଫ କରିଛି । ମଙ୍ଗଳବାର ଅସିତଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ । ଚଢାଉ ପରେ ୫ କୋଟି ୨୩ ଲକ୍ଷରୁ ଅଧିକ…

ପୁରୀର ଅଙ୍ଗନାବାଡି କର୍ମୀଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ – ଭିଜିଲାନ୍ସ ସ୍କାନରରେ ଆଉ ଜଣେ ଅଙ୍ଗନବାଡି କର୍ମୀ । ଗତକାଲି ବ୍ରହ୍ମପୁରରେ ଜଣେ ଅଙ୍ଗନବାଡି କର୍ମୀଙ୍କ ଘରେ ଭିଜିିଲାନ୍ସ ଚଢାଉ ହୋଇଥିବା ବେଳେ ଆଜି ପୁରୀର ଅଙ୍ଗନବାଡି କର୍ମୀ ସଂଧ୍ୟାରାଣୀ ଭଟ୍ଟଙ୍କ ଘରେ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ…

ଆୟ ବହିର୍ଭୂତ ସଂପତି ଠୁଳ : ଆରବି୍ ଡିଭିଜନର ବରିଷ୍ଠ କିରାଣିଙ୍କ ଘର ଓ ଅଫିସରେ ଭିଜିଲାନ୍ସ ଚଢାଉ

ଭୁବନେଶ୍ୱର- ଆର ଏଣ୍ଡ୍ ବି ଡିଭିଜନର ବରିଷ୍ଠ କିରାଣିଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ କିରାଣି ଅସିତ ନାୟକଙ୍କ ଘରେ ଚଢାଉ ହୋଇଛି । ଭୁବନେଶ୍ୱରର ଡୁମଡୁମାରେ ଥିବା ଘର ଓ ଅଫିସରେ ଚଢାଉ କରିଛି ଭିଜିଲାନ୍ସ । ଗଞ୍ଜାମ ଜିଲ୍ଲା ଗୋଳନ୍ଥରାରେ ଥିବା ପୈତୃକ ଘରେ ବି…

ଭିଜିଲାନ୍ସ ଜାଲରେ ରାଉରକେଲାର ଜିଏସଟି ଅଫିସର ଓ ବ୍ରହ୍ମପୁରର ଅଙ୍ଗନବାଡି କର୍ମୀ

ରାଉରକେଲା/ବ୍ରହ୍ମପୁର- ଆୟ ବହିର୍ଭୂତ ସଂପତି ଠୁଳ ଅଭିଯୋଗରେ ରାଉରକେଲାର ଜିଏସଟି ଅଫିସର ଅଲେଖ ମହାନନ୍ଦଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ସହରର ଛେଣ୍ଡ କୋଲୋନୀ ଘର ସମେତ ପୈତୃକ ଘର, ଶ୍ୱଶୁର ଘର ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ କରିଛି । ସେପଟେ ବ୍ରହ୍ମପୁର ସହରର ୱାର୍ଡ ନମ୍ବର -୯ର…

ଲାଂଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଫରେଷ୍ଟର୍‌

ରାଉରକେଲା – ଏକ ଜବତ ଗାଡିକୁ ଛାଡିବା ପାଇଁ କାଗଜପତ୍ର ପ୍ରସ୍ତୁତ କରିବାକୁ ଲାଂଚ ଗ୍ରହଣ କରୁଥିବା ବେଳେ ରାଉରକେଲା ଫରେଷ୍ଟ ସବଡିଭିଜନ ଅନ୍ତର୍ଗତ ବାଙ୍କୀ ଫରେଷ୍ଟ ରେଞ୍ଜ୍ ଫରେଷ୍ଟର ବିଜୟ କୁମାର କୋଠି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସେ ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା…