Browsing Tag

Vigilance Net

ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଫିରିଙ୍ଗିଆ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ

ଫୁଲବାଣୀ – ଫିରିଙ୍ଗିଆ ବ୍ଲକ ଜନସ୍ୱାସ୍ଥ୍ୟ ଅଧିକାରୀ ନୀତୀଶ ନିଶାଙ୍କ ମାଲୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୪୧ ହଜାର ୯୦୦ ଟଙ୍କାର ଆରସିଏମ୍ ଓ ଟିଏ ବିଲ୍ ପାସ କରାଇଦେବା ପାଇଁ ଡାକ୍ତର ମାଲୁ, ବେଣୁଗୋପାଳ ଦିଗଲଙ୍କଠାରୁ ୭ ହଜାର ଟଙ୍କା ନଗଦ ଲାଂଚ ଭାବେ ଗ୍ରହଣ…

ଭିଜିଲାନ୍‌ସ ଜାଲରେ ଖଡିଆଳ ବନାଚଂଳ ଅଧିକାରୀ

ଖଡିଆଳ - ନୂଆପଡା ଜିଲ୍ଲା ଖଡିଆଳ ବନାଚଂଳ ଅଧିକାରୀ ସଦାନନ୍ଦ ସୁନାନୀଙ୍କ ଘରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଖଡିଆଳ ସ୍ଥିତ ସୁନାନୀଙ୍କ ସରକାରୀ ବାସଭବନ , ପୈତୃକ ଗାଁ ନିଲଜି, ମାମୁଘର ନେହେନାଠାରେ ଭିଜିଲାନ୍ସ ଚଢାଉ କରିଛି । ମାଲକାନଗିରି ଡିଏସପି ଏସ.କେ…

ଭିଜିଲାନ୍ସ ଜାଲରେ ସୁନ୍ଦରଗଡ ବଡଗାଁ ବ୍ଲକ ସହକାରୀ ଯନ୍ତ୍ରୀ

ସୁନ୍ଦରଗଡ- ଆୟ ବହିର୍ଭୂ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକର ସହକାରୀ ଯନ୍ତ୍ରୀ ପର୍ଶୁରାମ ନାୟକ । ତିନିଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ଯନ୍ତ୍ରୀଙ୍କ ବଡଗାଁ ଅଫିସ, ରଙ୍ଗାଢିପା ବାସଭବନ ଓ ଲେଫ୍ରିପଡା ପୈତୃକ ଘରେ ଚଢାଉ କରିଛି…

ଗଜପତି ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ

ପାରଳାଖେମୁଣ୍ଡି- ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲା ରାୟଗଡ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ କେ. ନାଗେଶ୍ୱର ସେନାପତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ବ୍ରହ୍ମପୁରରେ ଥିବା ତାଙ୍କ ଶଳାଘର, ଆସିକା ସ୍ଥିତ ପୈତୃକ ଘର, ରାୟଗଡ ଅଫିସ ଓ ଛଅମାଇଲରେ ଥିବା ଇଟା…

ଲାଂଚ ନେଲାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆଇଆଇସି

ଢେଙ୍କାନାଳ – ଢେଙ୍କାନାଳ ନିହଲପ୍ରସାଦ ଥାନା ଆଇଆଇସି ଲାଂଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆଇଆଇସି ଚିତ୍ତରଂଜନ ବେହେରା ୬ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଧରାପଡିଥିଲେ । ଏକ ଯୌତୁକ ନିର୍ଯାତନା ମାମଲା ରଫାଦଫା କରିବା ପାଇଁ ବେହେରା ଲାଂଚ ନେଉଥିଲେ ।

ଲାଂଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ବୁଗୁଡା ଉଦ୍ୟାନ କୃଷି ବିଭାଗର ଯନ୍ତ୍ରୀ

ବୁଗୁଡା- ଗଞ୍ଜାମ ଜିଲ୍ଲା ବୁଗୁଡା ଉଦ୍ୟାନ କୃଷି ବିଭାଗର ଯନ୍ତ୍ରୀ ଲାଂଚ ନେବାବେଳେ ଗିରଫ ହୋଇଛନ୍ତି । ସେ ହେଲେ ଉମାଚରଣ ବେହେରା । ତାଙ୍କୁ ଭିଜିଲାନ୍ସ ଗିରଫ କରିିଛି । କୋଭିଡ ବେଳେ ଟାଷୀଙ୍କ ସବସିଡି କରାଇ ଦେବାକୁ ସେ ଲାଂଚ ନେଉଥିଲେ । ୨୬ ହଜାର ଟଙ୍କା ଲାଂଚ ନେବା ବେଳେ ତାଙ୍କୁ…