Browsing Tag

Vigilance Net

ଭିଜିଲାନ୍ସ ଜାଲରେ ବିନିକା ରେଞ୍ଜ୍ ଫରେଷ୍ଟର

ସୁବର୍ଣ୍ଣପୁର - ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଲେ ବିନିକା ରେଞ୍ଜ୍‌ର ଫରେଷ୍ଟର । ଫରେଷ୍ଟର ଜଗବନ୍ଧୁ ବାରିକଙ୍କ ଘରେ ଓ ଅଫିସରେ ଭିଡିଲାନ୍ସ ରେଡ୍ ହୋଇଛି । ସୋନପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ୍ ଏକକାଳୀନ ସୋନପୁର ସହର ଶାନ୍ତିନଗର ପଡାରେ ଥିବା…

ଅବକାରୀ ସବ୍ ଇନ୍ସପେକ୍ଟର ଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର: ବେଲପାହାଡର ଅବକାରୀ ସବ୍ ଇନ୍ସପେକ୍ଟର ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ସମ୍ବଲପୁର ଭିଜିଲାନ୍ସ ଟିମ୍ ର ଚଢାଉ । ବେଲପାହାଡ ଏବଂ ସମ୍ବଲପୁରର ୪ଟି ସ୍ଥାନରେ ଏକକାଳୀନ ଚଢାଉ ! ସମ୍ବଲପୁର ସହରର କଲ୍ୟାଣନଗରସ୍ଥିତ ବାସଭବନ ଏବଂ ଗୋବିନ୍ଦତୋଳା ଶ୍ବଶୁର ଘର ଓ ସମ୍ବଲପୁରସ୍ଥିତ ଅବକାରୀ…

ପୁରୀ ତହସିଲର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ

ପୁରୀ- ପୁରୀ ତହସିଲ୍‌ର ପୂର୍ବତନ ଆରଆଇ ବସନ୍ତ ମହାନ୍ତିଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଡିଲାନ୍ସ ଚଢାଉ ହୋଇଛି । ତାଙ୍କର ବାସଭବନ ଓ ଅଫିସ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଫ୍ରେଣ୍ଡ୍‌ସ କ୍ଲବରେ ୨ଟି ଘର, ପେଣ୍ଠକଟାରେ…

ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନ

ଭୁବନେଶ୍ୱର- ଭୁବନେଶ୍ୱର ବ୍ଲକ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ପ୍ରଧାନଙ୍କ ଘରେ ଚଢାଉ ହୋଇଛି । ଅଫିସ ସମେତ ୩ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଭିଜିଲାନ୍ସ । ଖଣ୍ଡଗିରି ହାଉସିଂବୋର୍ଡ କଲୋନିରେ ଥିବା ଘରେ…

ଭିଜିଲାନ୍ସ ଜାଲରେ ବରଗଡ ଭଟଲି ବ୍ଲକ ପିଇଓ

ବରଗଡ- ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ଜାରି ରହିଛି ଭିଜିିଲାନ୍ସର ଅଭିଯାନ । ବରଗଡ ଭଟଲି ବ୍ଲକ୍‌ର ପିଇଓ ଉମେଶ ସେଠ ଭିଜିଲାନ୍ସର ଜାଲରେ ଫସିଛନ୍ତି । ଉମେଶ ସେଠଙ୍କ ଘର ଓ ଅଫିସରେ ଭିଡିଲାନ୍ସ ଚଢାଉ ହୋଇଛି । ବରଗଡ ସହରରେ ୨ ମହଲା କୋଠା,୭ଟି ଜମି ଓ ୨ଟି ବାଇକ ଠାବ…