Browsing Tag

Virat Kohli

୩୫ ବର୍ଷରେ ବିରାଟ କୋହଲି, ଜନ୍ମଦିନରେ ଏହି ମାଇଲଖୁଣ୍ଟ ଛୁଇଁବାକୁ ରହିଛି ସୁଯୋଗ

ନୂଆଦିଲ୍ଲୀ: ଆଜି ୩୫ ବର୍ଷରେ ପାଦ ଦେଇଛନ୍ତି ବିରାଟ କୋହଲି । ଏହି ଅବସରରେ ଏହି ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ । ନିଜ ଅନ୍ତର୍ଜାତୀୟ ଡେବ୍ୟୁ ପରଠୁ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଛୁଇଁ ଆସୁଥିବା କିଙ୍ଗ୍ କୋହଲି ତାଙ୍କ ଜନ୍ମଦିନକୁ ଆହୁରି ସ୍ବତନ୍ତ୍ର କରିବାକୁ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ, ୭ ବର୍ଷ ପରେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ କୋହଲି

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ସିରିଜର ପ୍ରଥମ ଦିନିକିଆ ବୁଧବାର ଖେଳାଯିବ । ସାତ ବର୍ଷର ଅଧିନାୟକ ଯାତ୍ରା ପରେ କୋହଲି ଜଣେ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇବେ । ତେଣୁ ସ୍ୱାଭାବିକ ଭାବେ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ କେଏଲ…

କୋହଲିଙ୍କ ଟେଷ୍ଟ ଅଧିନାୟକ ପଦ ଛାଡ଼ିବା ନିଷ୍ପତ୍ତି ଉପରେ ଆସିଲା ବିସିସିଆଇ ସଭାପତି ଗାଙ୍ଗୁଲିଙ୍କ ପ୍ରତିକ୍ରିୟା,…

ନୂଆଦିଲ୍ଲୀ: ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ ଘୋଷଣା କରି ବିରାଟ କୋହଲି ସମସ୍ତଙ୍କୁ ଚକିତ କରିଛନ୍ତି ‌। ବିସିସିଆଇ ସହ ବିବାଦ ଓ ଦକ୍ଷିଣ ଆଫ୍ରିକା ଠାରୁ ସିରିଜ୍ ହାରିବା ପରେ ଶନିବାର ଟ୍ବିଟରରେ ଟେଷ୍ଟ ଅଧିନାୟକ ପଦ ଛାଡ଼ିବାକୁ କୋହଲି ଘୋଷଣା କରିଥିଲେ । କୋହଲିଙ୍କ ଏହି ନିଷ୍ପତ୍ତି ପରେ…

ରୋହିତଙ୍କ ସହ ମତଭେଦକୁ କୋହଲୀଙ୍କ ଅସ୍ୱୀକାର, କହିଲେ, ଦିନିକିଆ ଟିମ୍ ଅଧିନାୟକ ନ ରହିବା ନେଇ ଆଗୁଆ ସୂଚନା ଦିଆଯାଇଥିଲା

ମୁମ୍ବାଇ - ଦିନିକିଆ ଦଳର ଅଧିନାୟକ ପଦରୁ ହଟାଯିବା ପ୍ରସଙ୍ଗ ଓ ବିସିସିଆଇ ସହ ବିବାଦର ଚର୍ଚ୍ଚା ମଧ୍ୟରେ ଆଜି ମୁହଁ ଖୋଲିଛନ୍ତି ଟିମ୍ ଇଣ୍ଡିଆ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲୀ । ରୋହିତ ଶର୍ମାଙ୍କ ସହ ତାଙ୍କର କୌଣସି ମତଭେଦ ନାହିଁ ବୋଲି କହିଛନ୍ତି କୋହଲୀ । ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ…

ଦିନିକିଆ ଅଧିନାୟକ ପଦରୁ କୋହଲିଙ୍କୁ କାହିଁକି ହଟାଗଲା ଖୁଲାସା କଲେ ଗାଙ୍ଗୁଲି

ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ହଟାଇ ବିସିସିଆଇ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ଭାବେ ନିଯୁକ୍ତ କରିଛି । ଅଧିନାୟକ ଭାବେ କୋହଲିଙ୍କ ସଫଳତା ହାର ୭୦%ରୁ ଅଧିକ ଥିବା ସତ୍ତ୍ୱେ ବିସିସିଆଇର ଏହି ନିଷ୍ପତ୍ତି ନେଇ କିଛି ବିଶେଷଜ୍ଞ ଓ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି । ଏହି…

ପତ୍ନୀ ଅନୁଷ୍କାଙ୍କ ସହ କ୍ୟୁଟ୍ ଫଟୋ ସେୟାର କଲେ କୋହଲି, ଘଣ୍ଟାକରେ ଆସିଲା ୩୨ ଲକ୍ଷ ଲାଇକ୍

ମୁମ୍ବାଇ: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଟି-୨୦ ସିରିଜ ପାଇଁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। କ୍ରିକେଟ୍ ରୁ ଏହି ବିରତିକୁ ବିରାଟ ତାଙ୍କ ପରିବାର ସହିତ ବିତାଉଛନ୍ତି | ରବିବାର ଦିନ ସେ ସୋସିଆଲ ମିଡିଆରେ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ସେଲଫି ସେୟାର…

ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍: କୋହଲି, ରାହୁଲ ଖସିଲେ

ଦୁବାଇ: ଟି୨୦ ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଖରାପ ପ୍ରଦର୍ଶନ ଯୋଗୁଁ ଭାରତୀୟ ଖେଳାଳିଙ୍କ ଆଇସିସି ର଼୍ୟାଙ୍କିଙ୍ଗ ମଧ୍ୟ ପ୍ରଭାବିତ ହୋଇଛି । ସଦ୍ୟ ପ୍ରକାଶିତ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ କ୍ୟାପଟେନ ବିରାଟ କୋହଲି ଗୋଟିଏ ସ୍ଥାନ ହରାଇ ପଞ୍ଚମ ସ୍ଥାନକୁ ଖସି ଆସିଛନ୍ତି। ସେହିପରି…

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍: ରାହୁଲ ୩୭ତମ ସ୍ଥାନକୁ ଉନ୍ନୀତ, କୋହଲି ପଞ୍ଚମ ସ୍ଥାନରେ ସ୍ଥିର

ଦୁବାଇ: ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ଭାରତୀୟ ଓପନର୍ କେ.ଏଲ୍ ରାହୁଲଙ୍କୁ ବଡ଼ ଲମ୍ଫ ଦେଇଛନ୍ତି। ରାହୁଲ ୧୯ଟି ସ୍ଥାନ ଉଠି ୩୭ତମ ସ୍ଥାନକୁ ଉନ୍ନୀତ କରିଛନ୍ତି | ଲର୍ଡସରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଏକ ଚମତ୍କାର ଶତକ ଯୋଗୁଁ ରାହୁଲଙ୍କ ର଼୍ୟାଙ୍କିଙ୍ଗରେ…

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ୍‌: କୋହଲି ଚତୁର୍ଥ ସ୍ଥାନକୁ ଉନ୍ନୀତ, ଶୀର୍ଷକୁ ଫେରିଲେ ସ୍ମିଥ୍‌

ଦୁବାଇ: ଆଇସିସି ପକ୍ଷରୁ ବୁଧବାର ଜାରି ସଦ୍ୟତମ ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । କୋହଲି ପଞ୍ଚମରୁ ଚତୁର୍ଥ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ଅନ୍ୟପକ୍ଷେ ଅଷ୍ଟ୍ରେଲୀୟ ବ୍ୟାଟ୍‌ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ଶୀର୍ଷ ସ୍ଥାନକୁ…

ଆଇସିସି ଦିନିକିଆ ମାନ୍ୟତା: କୋହଲି, ରୋହିତଙ୍କ ପ୍ରାଧାନ୍ୟ ଅବ୍ୟାହତ

ଦୁବାଇ - ଆଇସିସି ଦ୍ୱାରା ଜାରି ସଦ୍ୟତମ ଦିନିକିଆ ବ୍ୟାଟିଂ ତାଲିକର ପ୍ରଥମ ଦୁଇଟି ସ୍ଥାନରେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଓ ସିନିୟର ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମାଙ୍କ ପ୍ରାଧାନ୍ୟ ଜାରି ରହିଛି । ଭାରତର ଏହି ଦୁଇ ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ବଜାୟ…