ବାପା ହେଲେ କୋହଲି, କନ୍ୟା ସନ୍ତାନକୁ ଜନ୍ମଦେଲେ ଅନୁଷ୍କା
ମୁମ୍ବାଇ – ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି ବାପା ହୋଇଛନ୍ତି । ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଆଜି ବ୍ରିଚକାଣ୍ଡି ହସ୍ପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହି ଖୁସି ଖବର କୋହଲି ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି । ଘରକୁ ନୂଆ ଅତିଥିକୁ ସ୍ୱାଗତ ଜଣାଇ ଆମେ ବେଶ୍…