ନୂଆ ଗୋପନୀୟତା ନୀତି ଗ୍ରହଣ କରିବାକୁ ଲୋକଙ୍କୁ ବାଧ୍ୟ କରିବନି ହ୍ବାଟସଆପ୍
ନୂଆଦିଲ୍ଲୀ: ହ୍ବାଟସଆପ୍ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛି ଯେ କମ୍ପାନୀ ସ୍ବେଚ୍ଛାକୃତ ଭାବେ ଏହାର ଗୋପନୀୟତା ନୀତି ସ୍ଥଗିତ ରଖିଛି। ହ୍ବାଟସଆପ୍ ଏହା ମଧ୍ୟ କହିଛି ଯେ ଡାଟା ସୁରକ୍ଷା ବିଲ୍ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ କମ୍ପାନୀ ୟୁଜରଙ୍କୁ ନୂତନ ଗୋପନୀୟତା ନୀତି ଗ୍ରହଣ କରିବାକୁ ବାଧ୍ୟ…