ଆଜି ପ୍ରକାଶ ପାଇବ ମେଡିକାଲ୍ ପ୍ରବେଶିକା ପରୀକ୍ଷା ଫଳ Odiaଦେଶ By The Newsroom Network On Oct 16, 2020 Share ନୂଆଦିଲ୍ଲୀ – ଆଜି ପ୍ରକାଶ ପାଇବ ମେଡିକାଲ ପ୍ରବେଶିକା ପରୀକ୍ଷାର ଫଳାଫଳ । ନିଟ୍ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ । ସାରା ଦେଶରେ ୧୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡିଶାର ୮୪ଟି କେନ୍ଦ୍ରରେ ୩୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । The results of the medical entrance exam Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.