ଓଡିଶା ଜଗରନଟସ ଅଲଟିମେଟ ଖୋ ଖୋ ଲିଗର ପ୍ରଥମ ଚାମ୍ପିଅନ FeaturedOdiaଖେଳ By Newsroom Odisha Network On Sep 4, 2022 Share ପୁଣେ- ଅଲଟିମେଟ ଖୋ ଖୋ ଲିଗରେ ଚାମ୍ପିଅନ ହୋଇଛି ଓଡିଶା ଜଗରନଟସ । ଆଜି ଖେଳାଯାଇଥିବା ଫାଇନାଲରେ ଓଡିଶା ଜଗରନଟସ , ତେଲେଗୁ ଯୋଦ୍ଧାସକୁ ହରାଇଛି । ଏଥିସହ ଅଲଟିମେଟ ଖୋ ଖୋ ଲିଗର ଉଦଘାଟନୀ ସଂସ୍କରଣର ପ୍ରଥମ ଚାମ୍ପିଅନ ହୋଇ ଇତିହାସ ସୃଷ୍ଟି କରିଛି ଓଡିଶା ଜଗରନଟସ । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.