ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଚତୁର୍ଥ ସର୍ବାଧିକ ବ୍ୟୟକାରୀ ରାଷ୍ଟ୍ର

ନୂଆଦିଲ୍ଲୀ: ୨୦୨୧ ବର୍ଷ ତୁଳନାରେ ୨୦୨୨ ବର୍ଷରେ ଭାରତର ପ୍ରତିରକ୍ଷା ବ୍ୟୟ ୬ ପ୍ରତିଶତ ଅଧିକ ଥିଲା । ସ୍ୱିଡେନର ଏକ ସଂସ୍ଥା 'ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍' (ଏସ୍ଆଇପିଆରଆଇ)ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ୨୦୨୧ ମସିହାରେ ୭୬.୬ ବିଲିୟନ ଡ଼ଲାର ସାମରିକ…