ମେ ପହିଲା ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ

ଭୁବନେଶ୍ୱର - ମେ ପହିଲା ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ପ୍ରଭାବ। ରାଜ୍ୟର ସବୁ ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଜି କାଳବୖଶାଖୀ ବର୍ଷା ପାଇଁ ଉତ୍ତର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି…

ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡି ୨ ନିଖୋଜ

କେନ୍ଦ୍ରାପଡ଼ା- ବ୍ରାହ୍ମଣୀ ନଦୀରେ ଏକ ଡଙ୍ଗା ବୁଡିଯିବାରୁ ଜଣେ ନାବାଳକଙ୍କ ସମେତ ଦୁଇ ଜଣ ନିଖୋଜ ଅଛନ୍ତି । ସୂଚନା ମୁତାବକ ଏକମାଣିଆ ପଞ୍ଚାୟତରୁ ରାଜନଗର କେରଡାଗଡ଼ ଯାଉଥିବା ଡଙ୍ଗା ବ୍ରାହ୍ମଣୀ ନଦୀ କୂଳରୁ କିଛିବାଟ ପରେ ଓଲଟି ପଡ଼ିଥିଲା । ଡଙ୍ଗାରେ ମୋଟ ୩୦ ଯାତ୍ରୀ ଥିଲେ । ୨୮ ଜଣ…

ଓଡ଼ିଆ ଅସ୍ମିତାର ପରିଚୟ ଉତ୍କଳଗୌରବ ମଧୁସୂଦନ ଦାସ 

ଭୁବନେଶ୍ୱର: ଉତ୍କଳଗୌରବ ମଧୁସୂଦନ ଦାସ ନବ ଉତ୍କଳର ଅନ୍ୟତମ ବିନ୍ଧା ମଧୁସୂଦନ ଦାସ, ଭାରତୀୟ ମାନଙ୍କୁ ଅର୍ଥନୈତିକ ଓ ରାଜନୈତିକ ଶୋଷଣରୁ ଉଦ୍ଧାର କରିବା ପାଇଁ, ଶ୍ୱେତାଙ୍ଗ ବ୍ରିଟିଶ ପ୍ରଶାସନ ର ଶ୍ୱେତ ସାମ୍ରାଜ୍ୟବାଦ ବିପକ୍ଷରେ ଯେପରି ସଂଗ୍ରାମ ସଞ୍ଚାଳିତ କରିଥିଲେ, ସେହିପରି ପଡ଼ୋଶୀ…

ଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ

॥ ବାଲ କାଣ୍ଡ ॥ ଜୟ ଜୟ ଗିରିବରରାଜ କିସୋରୀ । ଜୟ ମହେସ ମୁଖ ଚଂଦ ଚକୋରୀ ॥ ଜୟ ଗଜବଦନ ଷଡାନନ ମାତା । ଜଗତ ଜବନି ଦାମିନି ଦୁତି ଗାତା ॥ ଭାବାର୍ଥ :- ଶ୍ରେଷ୍ଠ ପର୍ବତ ମାନଙ୍କ ରାଜା ହିମାଚଳଙ୍କ କନ୍ୟା ହେ ମାତା ପାର୍ବତୀ ! ଆପଣଙ୍କର ଜୟ ହେଉ, ଜୟ ହେଉ, ମହାଦେବଙ୍କ ମୁଖ ରୂପ…

ଗୀତା ମାହାତ୍ମ୍ୟ: ସଂକଳ୍ପପ୍ରଭବାନ୍‌କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ । ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : - ସଂକଳ୍ପପ୍ରଭବାନ୍‌କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ । ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।। ଅର୍ଥାତ:- ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ…