ଛତିଶଗଡ଼ ନକ୍ସଲ ଆକ୍ରମଣକୁ କଡ଼ା ନିନ୍ଦା କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ୩ଟି ଜିଲ୍ଲାରେ ହାଇ ଆଲର୍ଟ
ଭୁବନେଶ୍ୱର - ଛତିଶଗଡ଼ର ଦାନ୍ତେୱ।ଡାରେ ନକ୍ସଲଙ୍କ ଆଇଡି ବିସ୍ଫୋରଣକୁ କଡ଼ା ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଭଳି କରି ନକ୍ସଲମାନେ କାପୁରୁଷତାର ପରିଚୟ ଦେଇଛନ୍ତି । ସହିଦ ପୋଲିସକର୍ମୀଙ୍କ ବଳିଦାନକୁ ମୁଖ୍ୟମନ୍ତ୍ରୀ ସଲାମ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା…