ଆପ୍ ପ୍ରାର୍ଥୀ ଶେଲୀ ଓବରୟ ପୁଣି ଦିଲ୍ଲୀ ମେୟର ଭାବେ ନିର୍ବାଚିତ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର (ଆପ୍) ଶେଲି ଓବରୟ ପୁଣି ଦିଲ୍ଲୀ ମହାନଗର ନିଗମ (ଏମସିଡି)ର ମେୟର ଭାବେ ନିର୍ବାଚିତ ହୋଇଛନ୍ତି । ବୁଧବାର ଅନୁଷ୍ଠିତ ମେୟର ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ଶିଖା ରୟ ଓହରିଯିବାରୁ ଶେଲି ଓବରୟ…