ଗଜପତି ଜିଲ୍ଲାପାଳଙ୍କ ମାନବିକତା, ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କଲେ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ମାନବିକତା ଯୋଗୁଁ ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କ ସମେତ ୩ ଜଣଙ୍କ ଜୀବନ ରକ୍ଷା ହୋଇପାରିଛି। ମୋହନା ଥାନା କେନ୍ଦୁଘାଟିରେ କୋରାପୁଟରୁ କଟକ ଯାଉଥିବା ଏକ କାର୍ ସହ ବ୍ରହ୍ମପୁରରୁ ନବରଙ୍ଗପୁର ଯାଉଥିବା ଅନ୍ୟ ଏକ କାର୍ ଧକ୍କା ଘଟିଥିଲା।…

କୋଭିଡ୍-୧୯ ଅପଡେଟ୍: ଦେଶରେ ୯,୬୨୯ ନୂଆ ମାମଲା, ୨୯ ମୃତ

ନୂଆଦିଲ୍ଲୀ: ଭାରତରେ ବୁଧବାର ୯,୬୨୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ବୃଦ୍ଧି ଘଟିଛି । ଗତକାଲି (ଏପ୍ରିଲ୍ ୨୫) ୬,୬୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦିନକରେ ଆଉ ୨୯ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦେଶରେ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା…