ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ୫୦୦ ଟପିଲା

ଭୁବନେଶ୍ୱର - ଦୁଇଦିନର ହ୍ରାସ ପରେ ରାଜ୍ୟରେ ପୁଣି କୋରୋନା ସଂକ୍ରମଣ ବୃଦ୍ଧି ପାଇଛି । ପୁଣି ଦୈନିକ ସଂକ୍ରମଣ ୫ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୫୪୨ ନୂଆ କୋରୋନା ପଜିଟିଭ। ଗତକାଲି ଟେଷ୍ଟ ହୋଇଥିବା ୭ ହଜାର ୫୭୧ ସ୍ୟାମ୍ପୁଲ ଭିତରୁ ୫୪୨ ପଜିଟିଭ ଚିହ୍ନଟ ହୋଇଛନ୍ତି।…

ଜିଲ୍ଲା ମାଜିଷ୍ଟ୍ରେଟଙ୍କ ହତ୍ୟାକାରୀଙ୍କୁ ଛାଡ଼ିବା ନିଷ୍ପତ୍ତିକୁ ଆଇଏଏସ୍ ସଂଘର କଡ଼ା ବିରୋଧ

ପାଟନା: ଆଇଏଏସ୍ ଅଧିକାରୀ ଜି କୃଷ୍ଣୈୟା ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବିହାରର ପୂର୍ବତନ ସାଂସଦ ଆନନ୍ଦ ମୋହନଙ୍କୁ ଛାଡ଼ିବା ନିଷ୍ପତ୍ତି ଉପରେ ଆଇଏଏସ୍ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ସଂଘ ବିହାର ସରକାରଙ୍କ ଏହି ନିଷ୍ପତ୍ତିକୁ ନିନ୍ଦା କରିଛି । ଆଇଏଏସ୍ ସଂଘ…