ହିରୋ ସୁପରକପରେ ଓଡିଶା ଫୁଟବଲ କ୍ଲବ ଚାମ୍ପିଅନ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ଓଡିଶା ଫୁଟବଲ କ୍ଳବ୍ ହିରୋ ସୁପରକପରେ ଚାମ୍ପିଅନ ହୋଇଛି । ଫାଇନାଲରେ ଓଡିଶା ଏଫସି ଶକ୍ତିଶାଳୀ ବେଙ୍ଗାଳୁରୁ ଫୁଟବଲ କ୍ଳବକୁ ୨-୧ ଗୋଲରେ ପରାସ୍ତ କରିଛି। ପ୍ରଥମ ଥର ପାଇଁ ଓଡ଼ିଶା ଏଫସି କୌଣସି ଜାତୀୟ ଟାଇଟଲ ହାସଲ କରିଛି । ୨୦୨୨-୨୩ ଆଇଏସଏଲ ସିଜନରେ ଓଡିଶା ଏଫସି ସନ୍ତୋଷଜନକ…

ଆଜି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ 

ଭୁବନେଶ୍ୱର - ଆଜି ବସିବ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ସକାଳ ସାଢେ ୧୦ଟାରେ ଲୋକସଭା ଭବନରେ ବୈଠକ ବସିବ । ବୈଠକରେ ଗ୍ରୀଷ୍ମ ଋତୁରେ ଆସୁଥିବା ବାତ୍ୟାର କିଭଳି ସଫଳ ମୁକାବିଲା କରାଯାଇପାରିବ, ସେ ନେଇ ବ୍ୟାପକ…

ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ନାରାୟଣ ଦେବଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର - ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ବରେଣ୍ୟ ସାଧକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଆଜି ଜୟନ୍ତୀ। ଏହି ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଶିକ୍ଷା, କୁଟୀର ଶିଳ୍ପ, କୃଷି, ଗମନାଗମନର ବିକାଶ ସହ ଓଡ଼ିଆ…