ମହିଳା ରେସଲରଙ୍କ ଅଭିଯୋଗକୁ ଗମ୍ଭୀର କହିଲେ ସୁପ୍ରିମକୋର୍ଟ, ଦିଲ୍ଲୀ ପୋଲିସକୁ ନୋଟିସ୍

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫ୍ଆଇ) ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ୭ ମହିଳା ରେସଲର କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିଲ୍ଲୀ ପୋଲିସକୁ ନୋଟିସ ଜାରି କରି ଜବାବ ମାଗିଛନ୍ତି । ରେସଲରଙ୍କ ପକ୍ଷରୁ ହାଜର ହୋଇ ବରିଷ୍ଠ ଓକିଲ କପିଲ ସିବଲ ଏହି ମାମଲାର…