ପିଏଫ୍ଆଇ ବିରୋଧରେ ପୁଣି ଏନ୍ଆଇଏ ଆକ୍ସନ, ବିଭିନ୍ନ ରାଜ୍ୟରେ ଚଢ଼ାଉ

ନୂଆଦିଲ୍ଲୀ: ନିଷିଦ୍ଧ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ପୁଣି ଆକ୍ସନ । ଏନଆଇଏ ମଙ୍ଗଳବାର ଉତ୍ତର ପ୍ରଦେଶ, ବିହାର, ଗୋଆ, ପଞ୍ଜାବ ଏବଂ ମଧ୍ୟ ପ୍ରଦେଶରେ ଥିବା ପିଏଫ୍ଆଇ ଠିକଣାରେ ଚଢ଼ାଉ କରିଛି। ଗତ ବର୍ଷ ସେପ୍ଟେମ୍ବରରେ କେନ୍ଦ୍ର ସରକାର ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ…