ସିଆରପିଏଫ ଅଧିକାରୀଙ୍କ ଆତ୍ମହତ୍ୟା!

ରାୟଗଡ଼ା - ଅର୍ଦ୍ଧ ସାମରିକ ବାହିନୀ ଅଫିସରଙ୍କ ଆତ୍ମହତ୍ୟା । ରାୟଗଡ଼ାରେ ଥିବା କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ - ସିଆରପିଏଫ ଚତୁର୍ଥ ବାଟାଲିୟନର ଜଣେ ଅଫିସର ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ସେକେଣ୍ଡ ଇନ୍ କମାଣ୍ଡାଣ୍ଟ ସୁନୀଲ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳି ଫୁଟାଇ ଆତ୍ମହତ୍ୟା…

ରାଜ୍ୟରେ ୩୯୩ ନୂଆ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର - ରାଜ୍ୟରେ ଦିନକରେ ଚିହ୍ନଟ ହୋଇଛନ୍ତି ୩୯୩ କୋରୋନା ପଜିଟିଭ। ଏଥିସହିତ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୮୬କୁ ବୃଦ୍ଧି ପାଇଛି । ଦିନକରେ ୩୩୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ ଦୁଇ ଦିନ ଦୈନିକ ସଂକ୍ରମଣ ୪ ଶହ ତଳକୁ ରହିଛି। ଏଣେ ରାଜ୍ୟ…