ରାଜ୍ୟରେ ଆସନ୍ତା ୨୯ ଯାଏଁ ବର୍ଷା ସମ୍ଭାବନା

ଭୁବନେଶ୍ୱର - କାଳବୈଶାଖୀ ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ଆଜି ବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ କୁଆପଥର ପଡିବା ସମ୍ଭାବନା ମଧ୍ୟ ରହିଛି । ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କଟକ, ଯାଜପୁର, ଢେଙ୍କାନାଳ, କନ୍ଧମାଳ,…

ସମ୍ବଲପୁରରେ ଆଜିଠୁ ସକାଳ ୫ରୁ ରାତି ୧୦ କର୍ଫ୍ୟୁ କୋହଳ

ସମ୍ବଲପୁର - ସମ୍ବଲପୁର ସହରରେ ଆହୁରି କୋହଳ ହୋଇଛି କଟକଣା । ଆଜିଠୁ ସକାଳ ୫ଟାରୁ ରାତି ୧୦ଟା ଯାଏଁ କର୍ଫ୍ୟୁ କୋହଳ ରହିବ । କେବଳ ରାତିରେ ୭ ଘଣ୍ଟା ପାଇଁ ରହିବ କଟକଣା ସମ୍ବଲପୁରରେ ଅଶାନ୍ତି ଘଟଣାକୁ ୧୧ ଦିନ ବିତିଯାଇଛି । ସ୍ଥିତି ସ୍ବାଭାବିକ ହୋଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ…

ହସ୍ପିଟାଲରେ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ କଲେ ରାଜ୍ୟ ସରକାର 

ଭୁବନେଶ୍ୱର - କୋରୋନା ସଂକ୍ରମଣ ବଢୁଥିବାରୁ ରାଜ୍ୟ ସରକାରଙ୍କ ସତର୍କତାମୂଳକ ପଦକ୍ଷେପ । ରାଜ୍ୟକୁ ପୁଣି ଫେରିଛି ମାସ୍କ କଟକଣା । ହସ୍ପିଟାଲ୍ ଗୁଡିକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟର ସମସ୍ତ ମେଡିକାଲ କଲେଜ, କ୍ୟାପିଟାଲ ହସ୍ପିଟାଲ ସମେତ ସବୁ…

ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଅଵସରରେ ଶ୍ରୀମଦନମୋହନଙ୍କ ଏକୋଇଶି ଦିନ ବ୍ୟାପି ଏକୋଇଶି ପ୍ରକାର ବେଶ ଆରମ୍ଭ

ପବିତ୍ର ଅକ୍ଷୟ ତୃତୀୟା ଅବସର ରେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ମାନଙ୍କ ଆରମ୍ଭ ହୋଇଛି ପବିତ୍ର ଚନ୍ଦନ ଯାତ୍ରା। ଶ୍ରୀଶ୍ରୀମଦନମୋହନ , ଭୁ ଦେବୀ ଏବଂ ଶ୍ରୀଦେବୀ,ଶ୍ରୀରାମକୃଷ୍ଣ ଙ୍କ ସହିତ ଶ୍ରୀକ୍ଷେତ୍ର ର ପଞ୍ଚ ମହାଦେବ ସୁସଜିତ ବିମାନରେ ଭକ୍ତଙ୍କ ସଂକୀର୍ତ୍ତନ ଓ ପଟୁଆରରେ ନରେନ୍ଦ୍ର ପୁଷ୍କରିଣୀ…