ସମ୍ବଲପୁରରେ ପ୍ରଶାସନର ସଦ୍ଭାବନା କାର୍ଯ୍ୟକ୍ରମ: ଶାନ୍ତିର ବିକଳ୍ପ ନାହିଁ- ଜିଲ୍ଲାପାଳ

ସମ୍ବଲପୁର: ଶାନ୍ତିର ବିକଳ୍ପ ନାହିଁ, ଶାନ୍ତି ହିଁ ଶାନ୍ତିର ବିକଳ୍ପ। ସଦ୍ଭାବନା ଓ ସୌହାର୍ଦ୍ଦ୍ୟ ଦ୍ବାରା ହିଁ ଶାନ୍ତି ପ୍ରତିଷ୍ଠା ହୋଇଥାଏ। ଆଜି ସମ୍ବଲପୁରରେ ଶାନ୍ତି ଫେରାଇବାକୁ ଆୟୋଜିତ ସଦ୍ଭାବନା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନନ୍ୟା ଦାସ କହିଛନ୍ତି। ସମ୍ବଲପୁରରେ ସ୍ବାଭାବିକ ସ୍ଥିତି…