ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି-୨୦ରୁ ବାଦ୍ ପଡ଼ିଲେ କିଶନ

ଧର୍ମଶାଳା: ଧର୍ମଶାଳାର ଏଚପିସିଏ କ୍ରିକେଟ୍ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ଶନିବାର ଦ୍ୱିତୀୟ ଟି-୨୦ ରେ ଭାରତୀୟ ଦଳର ଓପନର୍ ତଥା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଇଶାନ୍ କିଶନଙ୍କ ମୁଣ୍ଡରେ ବଲ୍ ବାଜିଥିଲା। ପରେ ବିଳମ୍ବିତ ରାତିରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ତାଙ୍କର ସିଟି…

ୟୁକ୍ରେନରେ ଏପର୍ଯ୍ୟନ୍ତ ୨୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ: ଜାତିସଂଘ ରିପୋର୍ଟ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଜି ହେଉଛି ଚତୁର୍ଥ ଦିନ। ୟୁକ୍ରେନର ଅନେକ ସହରରେ ରୁଷ ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି | ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ଏଯାବତ୍ ଅତି କମରେ ୨୪୦ ସାଧାରଣ ନାଗରିକଙ୍କ…