ବେଲାରୁଷରେ ଆଲୋଚନା ପାଇଁ ରୁଷର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ୟୁକ୍ରେନ, ଏମିତି କହିଲେ ୟୁକ୍ରେନ ରାଷ୍ଟ୍ରପତି

ମସ୍କୋ: ଲଗାତାର ଚାରି ଦିନ ଧରି ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ବଡ଼ ସୂଚନା ସାମ୍ନାକୁ ଆସୁଛି | ରୁଷ୍ ଏବେ ୟୁକ୍ରେନ ସହ ଆଲୋଚନା କରିବାକୁ ରାଜି ହୋଇଛି। ରୁଷର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ବେଲାରୁଷରେ ୟୁକ୍ରେନ ସହ ଆଲୋଚନା ପାଇଁ ପ୍ରସ୍ତୁତ ଥିବା କ୍ରେମଲିନ୍ କହିଛି। ତେବେ ବେଲାରୁଷରେ ଆଲୋଚନା…

ଦ୍ଵିତୀୟ ଦିନ ଗଣତି : ଗଞ୍ଜାମରେ ୧୬ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ଆଗୁଆ

ଭୁବନେଶ୍ୱର- ଗଞ୍ଜାମ ଜିଲ୍ଲାରେ ଦ୍ବିତୀୟ ଦିନ ପଞ୍ଚାୟତ ଭୋଟ ଗଣତି ଜାରି ରହିଛି । ଆଜି ୧୭ଟି ଜିଲ୍ଲା ପରିଷଦ ଜୋନରେ ଗଣତି ଚାଲିଛି । ବିଜେଡି ୧୬ଟି ଜୋନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏରେ ଆଗୁଆ ରହିଛି । ପାତ୍ରପୁର-୩୩ରେ ବିଜେଡିର ଯଶୋଦା ଶବର, ସୋରଡ଼ା-୬୪ରେ ବିଜେଡିର ରାମ ଶବର ଓ…

ବୁଖାରେଷ୍ଟରୁ ଆଉ ୧୯୮ ଭାରତୀୟଙ୍କୁ ନେଇ ଦିଲ୍ଲୀ ଆସୁଛି ଚତୁର୍ଥ ବିମାନ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଯେ ରୋମାନିଆର ରାଜଧାନୀ ବୁଖାରେଷ୍ଟରୁ ଆଉ ୧୯୮ ଜଣ ଭାରତୀୟ ନାଗରିକଙ୍କୁ ନେଇ ଚତୁର୍ଥ ବିମାନ ରବିବାର ଭାରତ ଅଭିମୁଖେ ଯାତ୍ରା କରିଛି। ଏହା ପୂର୍ବରୁ ୟୁକ୍ରେନରେ ଫସି ରହିଥିବା ୨୪୦ ଭାରତୀୟ ନାଗରିକଙ୍କୁ ନେଇ…