୨୩୦ ଜିଲ୍ଲା ପରିଷଦ ଆସନରେ ବିଜେଡି ବିଜୟୀ

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନର ୩୧୫ ଜିଲ୍ଲା ପରିଷଦ ଜୋନ୍‌ରୁ ୨୫୬ଟିର ଫଳାଫଳ ପ୍ରକାଶ ପାଇଛି । ୨୩୦ ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କଂଗ୍ରେସ ୧୨ ଓ ବିଜେପି ୧୦ଟି ଆସନରେ ବିଜୟୀ ହୋଇଇନ୍ତି । ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ଖାତାକୁ ଯାଇଛି ୪ଟି ଜୋନ୍ । ଗତକାଲି ୩୧୫ ଜିଲ୍ଲା ପରିଷଦ…

ବୁଖାରେଷ୍ଟ ଦେଇ ୟୁକ୍ରେନରୁ ଆଉ ୨୫୦ ଭାରତୀୟ ସ୍ବଦେଶ ଫେରିଲେ

ନୂଆଦିଲ୍ଲୀ : ରୁଷର ଆକ୍ରମଣ ପରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ଥାନାନ୍ତର ଜାରି ରହିଛି ‌। ଆଜି ଆଉ ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଦ୍ବିତୀୟ ଏୟାର ଇଣ୍ଡିଆ ବିମାନ ବୁଖାରେଷ୍ଟରୁ ଦିଲ୍ଲୀରେ ପହଞ୍ଚିଛି। ଏହି ବିମାନଟି ଭୋର୍ ପ୍ରାୟ ୩ ଟାରେ ଦିଲ୍ଲୀରେ ପହଞ୍ଚିଥିଲା। ଏହାପୂର୍ବରୁ…

ଉତ୍ତର ପ୍ରଦେଶ ନିର୍ବାଚନ: ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ, ୧୨ଟି ଜିଲ୍ଲାର ୬୧ ଆସନରେ ଚାଲିଛି ଭୋଟ୍ ଗ୍ରହଣ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆଜି ସକାଳ ୭ଟାରୁ ଆରମ୍ଭ ହୋଇଛି | ଏହି ପର୍ଯ୍ୟାୟରେ ଆମେଥୀ, ରାୟବରେଲି, ସୁଲତାନପୁର, ଚିତ୍ରକୋଟ, ପ୍ରତାପଗଡ, କୌଶମ୍ବୀ, ପ୍ରୟାଗରାଜ, ବାରବାଙ୍କି, ଅଯୋଧ୍ୟା, ବହରାଇଚ, ଶ୍ରାବସ୍ତି ଏବଂ ଗୋଣ୍ଡା ସମେତ ୧୨…

ଆଜି ୩୦୭ ଜିଲ୍ଲା ପରିଷଦ ଆସନରେ ଗଣତି

ଭୁବନେଶ୍ୱର- ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନରେ ୩୦୭ଟି ଜିଲ୍ଲା ପରିଷଦ ଆସନର ଫଳାଫଳ ଗଣତି କରାଯିବ। ସକାଳ ୮ରୁ ଗଣତି ଆରମ୍ଭ ହେବ । ଗତକାଲି ୩୧୫ଟି ଜିଲ୍ଲା ପରିଷଦ ଆସନରେ ଗଣତି ହୋଇଛି । ଆନୁଷ୍ଠାନିକ ଭାବେ ଫଳ ଘୋଷଣା ହୋଇ ନ ଥିଲେ ବି ଏଥର ବିଜେଡି ବୃହତ ବିଜୟ ଆଡ଼କୁ…

କନ୍ଧମାଳ: ଯବାନ, ଆମ୍ବୁଲାନ୍ସ ଷ୍ଟାଫ୍‌ଙ୍କ ମହନୀୟତା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ସାଧାରଣ ଜନତାଙ୍କ ସେବାରେ କିଭଳି ସରକାରୀ କର୍ମଚାରୀ ତତ୍ପରତା ଦେଖାଇଛନ୍ତି ତାହା ନଜରକୁ ଆସିଛି। କେବଳ ସୁରକ୍ଷା ନୁହଁ, ଜନସାଧାରଣଙ୍କ ଜୀବନ ରକ୍ଷାକୁ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଦେଶର ଯବାନ। କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ ହୋଇଛନ୍ତି ସଶସ୍ତ୍ର…

ପଙ୍କୋଦ୍ଧାର ଏକାଦଶୀ, ବର୍ଷରେ ଗୋଟିଏ ଦିନ ମିଳିଥାଏ ଶ୍ରୀକ୍ଷେତ୍ରରେ ଶ୍ରୀଲୋକନାଥଙ୍କ ଦର୍ଶନ

ଫାଲଗୁନ କୃଷ୍ଣ ଏକାଦଶୀକୁ ପଙ୍କୋଦ୍ଧାର ଏକାଦଶୀ ବା ବିଜୟା ଏକାଦଶୀ କୁହାଯାଏ । ଏହିବିଜୟା ଏକାଦଶୀ ବ୍ରତକଲେ ମଣିଷ ଶତ୍ରୁକୁ ବିଜୟ କରିପାରେ ବୋଲି ବିଶ୍ୱାସ ରହିଛି।ପୁରାଣ କଥା ଅନୁଯାୟୀ ସୀତା ହରଣବେଳେ ରାମଚନ୍ଦ୍ର ବାନରସେନା ସହ ସମୁଦ୍ରର ଉତ୍ତର ତୀରରେ ପହଞ୍ଚି ରାବଣପରି ବଳବାନ ଶତ୍ରୁ ଓ…

ଗୀତା ମାହାତ୍ମ୍ୟ: ଜ୍ଞୟଃ ସ ନିତ୍ୟସନ୍ନ୍ୟାସୀ ଯୋ ନଦ୍ଵେଷ୍ଟି ନକାଂକ୍ଷତି ନିର୍ଦ୍ୱନ୍ଦହି ମହାବାହୁଃ ସୁଖଂ ବନ୍ଧାତ…

ଗୀତା ଉପଦେଶ: ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ପଞ୍ଚମଅଧ୍ୟାୟ ରେ କର୍ମସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : - ଜ୍ଞୟଃ ସ ନିତ୍ୟସନ୍ନ୍ୟାସୀ ଯୋ ନଦ୍ଵେଷ୍ଟି ନକାଂକ୍ଷତି ନିର୍ଦ୍ୱନ୍ଦହି ମହାବାହୁଃ ସୁଖଂ ବନ୍ଧାତ ପ୍ରମୁଚ୍ୟତେ।। ହେ ଅର୍ଜ୍ଜୁନ ! ଯେଉଁବ୍ୟକ୍ତି…