ଗଞ୍ଜାମରେ ପୂର୍ବ ସଫଳତା ଦୋହରାଇବା ଅଭିମୁଖେ ବିଜେଡି

ଭୁବନେଶ୍ୱର - ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ପ୍ରଥମ ଦିନରେ ୩୧୫ ଜିଲ୍ଲା ପରିଷଦ ଆସନର ଭୋଟ ଗଣତି ହୋଇଛି । ବିଜେଡି ୨୭୮ଟି ଆସନରେ ଆଗୁଆ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମରେ ବିଜେଡି ଏଥର ମଧ୍ୟ ଜବରଦସ୍ତ ସଫଳତା ହାସଲ ଲକ୍ଷ୍ୟରେ ଅଗ୍ରସର ହେଉଛି । ୬୯ ଜିଲ୍ଲା…

ମହାଶିବରାତ୍ରୀ ପାଇଁ ଆସିଲା ଗାଇଡଲାଇନ

ଭୁବନେଶ୍ୱର - ମାର୍ଚ୍ଚ ପହିଲାରେ ମହାଶିବରାତ୍ରି ପାଇଁ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରିଛନ୍ତି |ମାର୍ଗଦର୍ଶିକାରେ କୁହାଯାଇଛି ଯେ ମନ୍ଦିରରେ ଭକ୍ତଙ୍କ ଗହଳି ଉପରେ ଜିଲ୍ଲାପାଳ ଓ ମ୍ୟୁନିସିପାଲଟି କମିଶନର ନଜର ରଖିବେ | ମନ୍ଦିର ଭିତରେ…

ମହିଳା ପ୍ରୋଲିଗ ହକିରେ ସ୍ପେନକୁ ହରାଇଲା ଭାରତ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ମହିଳା ପ୍ରୋଲିଗ୍ ହକିରେ ଭାରତ ସ୍ପେନକୁ ହରାଇଛି । ଭାରତ ୨-୧ ଗୋଲରେ ବିଜୟୀ ହୋଇଛି । ଭାରତ ପକ୍ଷରୁ ଜ୍ୟୋତି ଓ ନେହା ଗୋଲ ସ୍କୋର କରିଥିଲେ । ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ପରବର୍ତ୍ତୀ ମ୍ୟାଚ…

ପଞ୍ଚାୟତ ନିର୍ବାଚନରେ ପ୍ରଥମ ଫଳାଫଳ ବିଜେଡି ସପକ୍ଷରେ

ଭୁବନେଶ୍ୱର-ପଞ୍ଚାୟତ ନିର୍ବାଚନର ପ୍ରଥମ ଫଳାଫଳ ଘୋଷଣା କରାଯାଇଛି । ବିଜେଡି ସପକ୍ଷରେ ଯାଇଛି ପ୍ରଥମ ଫଳାଫଳ । ଗଞ୍ଜାମ ଜିଲ୍ଲା ସୋରଡ଼ାର ଜୋନ୍‌ ୬୩ରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ୧ ହଜାର ୯୦୮ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ସମରେନ୍ଦ୍ର ସାହୁ ।

ଆସନ୍ତା ୨୮ରୁ ୟୁପି ସ୍କୁଲ ଆସିବେ ଛାତ୍ର ଛାତ୍ରୀ

ଭୁବନେଶ୍ୱର- ରାଜ୍ୟରେ ଆସନ୍ତା ୨୮ ତାରିଖରୁ କେଜିରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବେ। କୋଭିଡ୍ ନିୟମ ମାନି ସମସ୍ତେ କେମିତି ସ୍କୁଲ ଆସିବେ ଓ ଶିକ୍ଷା ଦାନ କିଭଳି ସ୍ଵାଭାବିକ ହେବ ସେ ନେଇ ପ୍ରସ୍ତୁତ ରହିଛନ୍ତି ସ୍କୁଲ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ । ଏପଟେ ଏହି…