ଦେଶରେ ଆଉ ୫୦, ୪୦୭ ନୂଆ ମାମଲା, ୮୦୪ ମୃତ

ନୂଆଦିଲ୍ଲୀ:ଦେଶରେ କରୋନା ମାମଲା ଏବେ ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ୫୦, ୪୦୭ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ଆଉ ୮୦୪ ଜଣଙ୍କର ମୃତ୍ୟୁ ହୋଇଛି। ଗତକାଲି ୫୮,୦୭୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ପଜିଟିଭିଟି ହାର ବର୍ତ୍ତମାନ ୩.୪୮ କୁ ବୃଦ୍ଧି ପାଇଛି ।…

ବିକ୍ଷୋଭକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ ନେଇ ଯୋଗୀ ସରକାରକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, ନୋଟିସ୍ ପ୍ରତ୍ୟାହାର ପାଇଁ…

ନୂଆଦିଲ୍ଲୀ: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧରେ ଆନ୍ଦୋଳନ ବେଳେ ସର୍ବସାଧାରଣ ସମ୍ପତ୍ତି ଭଙ୍ଗାରୁଜା ପାଇଁ ବିକ୍ଷୋଭକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ ନେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶର ଯୋଗୀ ସରକାରକୁ ଭର୍ତ୍ସନା କରିଛନ୍ତି । ବିକ୍ଷୋଭକାରୀଙ୍କୁ ପଠାଯାଇଥିବା ନୋଟିସ୍ ପ୍ରତ୍ୟାହାର…

ହିଂସାମୁକ୍ତ, ଅବାଧ ନିର୍ବାଚନ ଲକ୍ଷ୍ୟରେ ଗଞ୍ଜାମ ପୋଲିସ

ଗଞ୍ଜାମ ରାଜସ୍ବ ଜିଲ୍ଲାରେ ରହିଛି ଦୁଇ ଗୋଟି ପୋଲିସ ଜିଲ୍ଲା ଯଥା ବ୍ରହ୍ମପୁର ଓ ଗଞ୍ଜାମ ପୋଲିସ ଜିଲ୍ଲା। ଆକାର କୁହନ୍ତୁ ବା ପୋଲିସ ଥାନା ସଂଖ୍ୟା କୁହନ୍ତୁ, ଗଞ୍ଜାମ ପୋଲିସ ଜିଲ୍ଲା ବଡ଼ ଅଟେ। ଏହି ପୋଲିସ ଜିଲ୍ଲାରେ ରହିଛି ୨୪ ଗୋଟି ବିଭିନ୍ନ ଅଞ୍ଚଳର ଓ ବିଭିନ୍ନ କିସମର ଥାନା। ଖୋର୍ଦ୍ଧା…

ହିଜାବ ବିବାଦ: କର୍ଣ୍ଣାଟକରେ ଫେବୃଆରୀ ୧୬ ଯାଏଁ ବନ୍ଦ ରହିବ କଲେଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ବିବାଦ ତେଜୁଥିବାରୁ ରାଜ୍ୟ ସରକାର ସମସ୍ତ କଲେଜ୍ ଫେବୃଆରୀ ୧୬ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବୈଷୟିକ ଶିକ୍ଷା ଅଧୀନରେ ଥିବା କଲେଜଗୁଡ଼ିକ ମଧ୍ୟ ବୁଧବାର ପର୍ଯ୍ୟନ୍ତ ବନ୍ଦ ରହିବ | ତେବେ ଏପର୍ଯ୍ୟନ୍ତ ଏକାଦଶ ଏବଂ ଦ୍ୱାଦଶ…

ସରଗରମ ହେଲାଣି ବୌଦ୍ଧ ରାଜନୀତି, ଦୁର୍ଗ ଅତୁଟ ଲକ୍ଷ୍ୟରେ ବିଜେଡି, ବାଜିମାତ୍ ଲକ୍ଷ୍ୟରେ ବିଜେପି

ବୌଦ୍ଧ : ପଞ୍ଚାୟତ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲାର ରାଜନୀତି ସରଗରମ ହୋଇଗଲାଣି। ଜିଲ୍ଲା ପରିଷଦ ଗଠନ କରିବାକୁ ସବୁ ପ୍ରମୁଖ ଦଳ ଝାଳନାଳ କସରତ ଚଲାଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେଡି ତାର ବିକାଶ କାମକୁ ଆୟୁଧ କରି ଲୋକଙ୍କ ଆସ୍ଥା ପୂର୍ବବତ ହାସଲ କରିବାକୁ ଲକ୍ଷ୍ୟ ରଖିଛି। ସେପଟେ,…