ହକି ଇଣ୍ଡିଆର ୧୧ତମ ଜାତୀୟ ଚାମ୍ପିଅନସିପ୍: କନିଷ୍ଠ ପୁରୁଷ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିବା ଓଡ଼ିଶା ଟିମକୁ ରାଉରକେଲାରେ…

ରାଉରକେଲା: ତାମିଲନାଡୁର କୋଭିଲପଟିଠାରେ ହକି ଇଣ୍ଡିଆ ପକ୍ଷରୁ ଆୟୋଜିତ ୧୧ତମ ଜାତୀୟ ଚାମ୍ପିଅନସିପ-୨୦୨୧ର କନିଷ୍ଠ ପୁରୁଷ ବର୍ଗରେ ଭାଗନେଇ ଓଡ଼ିଶା ହକି ଟିମ୍ ବ୍ରୋଞ୍ଜ ପଦକ ହାସଲ କରିଛି। ତେଣୁ ଏହି ଟିମର ସମସ୍ତ ଖେଳାଳି, କୋଚ୍ ଏବଂ ଅନ୍ୟ କର୍ମକର୍ତ୍ତାମାନଙ୍କୁ ଶୁକ୍ରବାର ଦିନ ରାଉରକେଲାଠାରେ…

ପୁଣି ଖୋଳାହେଲା ଏମାର ମଠ, ଏଥର ମିଳିଲା ଲୁହାକଣ୍ଟା

ପୁରୀ- ପୁଣି ଥରେ ଏମାର ମଠ ଖୋଳାଯାଇଥିଲେ ମଧ୍ୟ ମାଟିତଳୁ ଏଥର କୌଣସି ଗୁପ୍ତଧନ ବା ରୁପାଇଟା ମିଳିନାହିଁ । ଆଜି ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏମାର ମଠରେ ତିନିଟି ସ୍ଥାନ ଖୋଳାଯାଇଥିଲା । ଖନନ ପରେ କେବଳ ଲୁହାକଣ୍ଟା ଓ ଲୁହାମୁଣ୍ଡା ହିଁ ମିଳିଛି । ପୂର୍ବରୁ ୨୦୧୧ରେ ଏମାର ମଠରୁ ୫୨୨…

ସ୍କୁଲ୍ ଟାଇମ ସ୍ଥିର କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ

ଭୁବନେଶ୍ୱର- କୋରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ବନ୍ଦ ଥିବା ସ୍କୁଲ, କଲେଜ ଆସନ୍ତା ୭ ତାରିଖରୁ ଖୋଲିବ । ଏହିମାସ ୭ ତାରିଖରୁ ଅଷ୍ଟମ ଉପର ସବୁ ଶିକ୍ଷାନୁଷ୍ଠାନ ଖୋଲିବ । ୧୪ ତାରିଖରୁ ନର୍ସରୀରୁ ସପ୍ତମ ଶ୍ରେଣୀ ଯାଏଁ ସ୍କୁଲ ସବୁ ଖୋଲିବ । ଗୁରୁବାର ସ୍କୁଲ,କଲେଜ ନେଇ ରାଜ୍ୟ ସରକାର ଘୋଷଣା…