ଆଜି ଅଣ୍ଡର-୧୯ ବିଶ୍ବକପ୍ ଫାଇନାଲରେ ଭାରତ-ଇଂଲଣ୍ଡ ମୁହାଁମୁହିଁ, ରେକର୍ଡ ପଞ୍ଚମ ଟାଇଟଲ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ନର୍ଥ ସାଉଣ୍ଡ୍ (ଆଣ୍ଟିଗୁଆ): ଆଇସିିସି ୧୯ ବର୍ଷରୁ କମ୍ ବିଶ୍ୱକପ୍ ଫାଇନାଲରେ ଶନିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଟ୍ରଫି ପାଇଁ ଲଢେଇ ହେବ । ଜୁ୍‌ନିୟର ବିଶ୍ୱକପରେ ଭାରତର ଏହା କ୍ରମାଗତ ଚତୁର୍ଥ ଓ ମୋଟ ଅଷ୍ଟମ ଫାଇନାଲ । ଭାରତ ଏହି ଇଭେଣ୍ଟର ସବୁଠୁ ସଫଳ ଦଳ ଭାବେ ସର୍ବାଧିକ ଚାରି ଥର ଚାମ୍ପିୟନ…

ରାଜ୍ୟରେ ଆଉ ୨ ହଜାର ୬୦୩ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କୋରୋନା ଗ୍ରାଉ ଦିନକୁ ଦିନ ନିମ୍ନଗାମୀ ହେବାରେ ଲାଗିଛି । ପୁଣି ଥରେ ୩ ହଜାର ତଳକୁ ରହିଛି ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୨ ହଜାର ୬୦୩ କୋରୋନା ଆକ୍ରାନ୍ତ । ସଙ୍ଗରୋଧରୁ ୧ ହଜାର ୫୨୧ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ…

ତୃତୀୟ ଲହରର ନିମ୍ନଗତି ଧାରା ଜାରି, ଦିନକରେ ୧.୨୭ ଲକ୍ଷ ମାମଲା, ୧୦୫୯ ମୃତ

ଭାରତ: ଦେଶରେ କରୋନା ତୃତୀୟ ଲହରର ନିମ୍ନଗତି ଧାରା ଜାରି ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଏକ ଲକ୍ଷ ୨୭ ହଜାର ୯୫୨ ଟି ନୂଆ କରୋନା ଜୀବାଣୁ ଆକ୍ରାନ୍ତ ହୋଇଥିବା ବେଳେ ୧୦୫୯ ଜଣଙ୍କର ମୃତ୍ୟୁ ଘଟିଛି। ଗତକାଲି ତୁଳନାରେ ଆଜି କରୋନା ମାମଲା କମ୍ ହୋଇଛି। ଗତକାଲି ଏକ ଲକ୍ଷ ୪୯ ହଜାର ୩୯୪…

ଶ୍ରୀନଗରରେ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଶ୍ରୀନଗର ସହରର ଜାକୁରା ଅଞ୍ଚଳରେ ସୁରକ୍ଷା ବାହିନୀଙ୍କ ସହ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀ ଲସ୍କର ଓ ଟିଆରଏଫ୍ ସହିତ ଜଡିତ ଥିଲେ | କାଶ୍ମୀର ଆଇଜିପିଙ୍କ ଅନୁଯାୟୀ ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ଇଖଲାକ ହାଜାମ ବୋଲି…

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌, ଆଉ ୨୨ ମୃତ

ଭୁବନେଶ୍ୱର – ରାଜ୍ୟରେ କୋରୋନା ସଂକ୍ରମଣରେ ଆଉ ୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୁବନେଶ୍ୱର ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ୪ ଜଣ ସମେତ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୭, କଟକ ଜିଲ୍ଲାରୁ ୩,…

ଆଜିଠୁ ଚାରିଦିନ ରାଜ୍ୟରେ ଖରାଟିଆ ପାଗ, ରାତି ତାପମାତ୍ରା ଖସିବ

ଭୁବନେଶ୍ୱର- ଆଜିଠାରୁ ରାଜ୍ୟରେ ପାଣିପାଗ ବଦଳିବ । ଚାରିଦିନ ରାଜ୍ୟରେ ଶୁଖିଲା ପାଗ ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ୩ରୁ ୫ ଡିଗ୍ରୀ ଯାଏଁ ହ୍ରାସ ପାଇବ । ପଶ୍ଚିମାଝଡ ପ୍ରଭାବରେ ଗତକାଲି ରେକର୍ଡ…

ପବିତ୍ର ବସନ୍ତ ପଞ୍ଚମୀ : ଶିକ୍ଷାନୁଷ୍ଠାନରେ ସୀମିତ ଛାତ୍ରଛାତ୍ରୀରେ ମା’ ସରସ୍ୱତୀଙ୍କ ପୂଜାକୁ ଅନୁମତି

ଭୁବନେଶ୍ୱର- ଆଜି ଶ୍ରୀପଞ୍ଚମୀ । ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ଆରାଧନାର ଦିନ । କୋରୋନା କଟକଣା ମଧ୍ୟରେ ଶିକ୍ଷାନୁଷ୍ଠାନରେ ସରସ୍ୱତୀ ପୂଜା ପାଳନ ପାଇଁ ଅନୁମତି ମିଳିଛି । ସୀମିତ ଛାତଛାତ୍ରୀଙ୍କୁ ନେଇ ସରସ୍ୱତୀ ପୂଜା ପାଳନ ହେବ । ତେବେ ଶିକ୍ଷାନୁଷ୍ଠାନକୁ ବାଦ୍ ଦେଲେ ସର୍ବସାଧାରଣ…

ଶ୍ରୀପଞ୍ଚମୀରେ ଆଜି ଶ୍ରୀକ୍ଷେତ୍ରରେ ହେବ ରଥକାଠ ଅନୁକୂଳ

ପୁରୀ- ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରେ ପୁରୀରେ ରଥକାଠ ଅନୁକୂଳ କରାଯିବ । ରଥକାଠ ଅନୁକୂଳ ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଆରମ୍ଭ ହେବ । ଆଜି ସଂଧ୍ୟାରେ ରଥଖଳାରେ ଶ୍ରେୀାତ୍ରୀୟ ବ୍ରାହ୍ମଣ ଓ ରାଜଗୁରୁ ରଥକାଠର ପୂଜାର୍ଚ୍ଚନା କରିବେ । ଅକ୍ଷୟ ତୃତୀୟା ଦିନ…

ଗୋପାଳପୁର ନିର୍ବାଚନମଣ୍ଡଳୀ: ବଳ ଗୋଟାଉଛି ବିଜେଡି

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି ବିଜେଡି। ଅନ୍ୟ ଦଳର ପ୍ରମୁଖ ନେତାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ଵର ଯାଦୁଗରୀରେ ଆକର୍ଷିତ ହୋଇ ତଥା ଆଗାମୀ ଭୋଟ ଲଢ଼େଇରେ ରାଜ୍ୟର ଶାସକ ଦଳର ବିଜୟର ମଜବୁତ ସମ୍ଭାବନାକୁ ଆକଳନ କରି…