ପଂଚାୟତ ନିର୍ବାଚନରେ ଅଯଥା ଭିଡ ରୋକିବାକୁ ଡିଜିପି ଓ ଆଇଜିମାନଙ୍କୁ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର- ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଜାରି ରହିଛି । ତେବେ ପ୍ରାର୍ଥିପତ୍ର ଦାଖଲ ବେଳେ ଭିଡ ହେଉଥିବା ପରିଲକ୍ଷିତ ହୋଇଛି । ପଂଚାୟତ ନିର୍ବାଚନ ବେଳେ ଅଯଥା ଭିଡ ରୋକିବା ସହ କୋଭିଡ କଟକଣା କଡାକଡି ଭାବେ ଯେପରି ପାଳନ ହେବ, ତାହା ନିଶ୍ଚିତ କରିବା ପାଇଁ ରାଜ୍ୟ…