ପଂଚାୟତ ନିର୍ବାଚନ ଦୃଷ୍ଟିରୁ ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ନିଷେଧାଦେଶ ଜାରି କଲେ ରାଜ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର- ପଂଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ମଦ, ବନ୍ଧୁକ ଓ ଅସ୍ତ୍ରଶସ୍ତ୍ର ଉପରେ ରାଜ୍ୟ ନିର୍ବାଚନ କମିଶନର ନିଷେଧାଦେଶ ଜାରି କରିଛନ୍ତି । ମତଦାନର ୪୮ ଘଣ୍ଟା ପୂର୍ବରୁ ଓ ନିର୍ବାଚନ ପରଦିନ ଯାଏଁ ମଦ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି । ଭୋଟ୍ ହେବାକୁ ଥିବା ଅଂଚଳରେ…

କୋଭିଡ ସ୍ଥିତି ନେଇ ମୁଖ୍ୟ ସଚିବଙ୍କ ସୂଚନା : ୧୦୦ରୁ ମାତ୍ର ୨ ଜଣ ହିଁ ହସପିଟାଲରେ ଭର୍ତ୍ତି ହେଉଛନ୍ତି, ଆଗାମୀ କିଛି…

ଭୁବନେଶ୍ୱର- ରାଜ୍ୟରେ କୋଭିଡ ସ୍ଥିତି ନେଇ ମୁଖ୍ୟ ଶାସନ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ତୃତୀୟ ଲହରରେ ଓମିକ୍ରନ ଅଧିକ ସଂକ୍ରମିତ କରୁଛି । ରାଜ୍ୟରେ ୧୦୦ଜଣରୁ ମାତ୍ର ୨ ଜଣ ହିଁ ହସପିଟାଲରେ ଭର୍ତ୍ତି ହେଉଛନ୍ତି । ବର୍ତ୍ତମାନର କୋରୋନା ସ୍ଥିତି ପାଇଁ ଭୟଭୀତ ନ ହେବାକୁ ସେ…

ଟଳିଲା ବଡ଼ ଦୁର୍ଘଟଣା, ମଝି ଆକାଶରେ ମୁହାଁମୁହିଁ ଧକ୍କା ହେବା ନିକଟତର ହୋଇଥିଲେ ଦୁଇ ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ଜାନୁଆରୀ ୯ରେ ବେଙ୍ଗାଲୁରୁ ବିମାନ ବନ୍ଦରରୁ ଉଡ଼ାଣ ଭରିବା ପରେ ଦୁଇଟି ଇଣ୍ଡିଗୋ ବିମାନ ପରସ୍ପର ସହ ଧକ୍କା ହେବାର ନିକଟତର ହୋଇଥିଲେ । ଉଭୟ ବିମାନରେ ତେବେ ସୌଭାଗ୍ୟବଶତଃ ଏକ ବଡ଼ ଦୁର୍ଘଟଣା ଟଳି ଯାଇଥିଲା । ସେ କହିଛନ୍ତି ଯେ ଏହି ଘଟଣା କୌଣସି ଲଗବୁକରେ ଲିପିବଦ୍ଧ ହୋଇନାହିଁ…

ତୃତୀୟ ଲହରରେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି, ୯୫ ପ୍ରତିଶତଙ୍କଠାରେ ସାମାନ୍ୟ ଲକ୍ଷଣ

ଭୁବନେଶ୍ୱର- ଓମିକ୍ରନର ସଂକ୍ରମଣଶୀଳତା ବହୁ ଅଧିକ । କିନ୍ତୁ ଏହାର ପ୍ରଭାବ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫ ପ୍ରତିଶତ ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ସୂଚନା…

ଭୁବନେଶ୍ୱରରେ ବଡ ଧରଣର ସାଇବର ଠକେଇ, ଏମଏନପି ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କଠାରୁ ୧୩ ଲକ୍ଷ ଟଙ୍କା ଲୁଟ୍‌

ଭୁବନେଶ୍ୱର- ରାଜଧାନୀରେ ବଡ ଧରଣର ସାଇବର ଠକେଇ । ୧୦ ଟଙ୍କା ଦେଇ ସାଇବର ଠକ ୧୩ ଲକ୍ଷ ଟଙ୍କା ଲୁଟି ନେଇଛି । ଶୈଳଶ୍ରୀ ବିହାର ଅଂଚଳରେ ସଦାଶିକ ମହାନ୍ତି ଏହି ଠକାମୀର ଶିକାର ହୋଇଛନ୍ତି । ଟିସିଏଲର ପୂର୍ବତନ ଅଧିକାରୀ ସଦାଶିବ ମୋବାଇଲ ନମ୍ବର ପୋର୍ଟାବିଲିଟି ପାଇଁ ଆବେଦନ କରିଥିଲେ । ଏହାର…